Latest Odisha News

BREAKING NEWS

ଆକ୍ସନ୍‌ ମୋଡ୍‌ରେ ନୀତିଶ କୁମାର,ବିହାରରେ ମଦ ବନ୍ଦ ନେଇ ୧୬ ନଭେମ୍ବରରେ ବୈଠକ

ବିହାର: ବିହାରରେ ଦୀପାବଳିର ଗୋଟିଏ ଦିନ ପୂର୍ବରୁ ବିଷାକ୍ତ ମଦ ମୃତ୍ୟୁକୁ ନେଇ ମୃତ୍ୟୁକୁ ନେଇ ୪୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେବା ପରେ। ଏବେ ଆକ୍ସନ ମୋର୍ଡରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ସେ ୧୬ ନଭେମ୍ବରରେ ଏହି ସମ୍ବନ୍ଧରେ ବିଚାର-ବିମର୍ଷ ପାଇଁ ଉଚ୍ଚ ସ୍ତରୀୟ ବୈଠକ ଡାକିଛନ୍ତି । କୁହାଯାଉଛି ଯେ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମଦ ମାଫିଆଙ୍କ ବିରୋଧରେ ବଡ କାର୍ଯ୍ୟାଷ୍ଠାନ ପାଇଁ ଘୋଷଣା କରିପାରନ୍ତି।

୩ ଦିନ ପୂର୍ବରୁ ମଦ ବନ୍ଦକୁ ନେଇ ରାଜ୍ୟରେ ଅଭିଯାନ ଆରମ୍ଭ କରାଯିବ ନୀତିଶ କହିଥିଲେ। ସୋମବାର ନୀତିଶ କହିଛନ୍ତି ଯେ ମଦ ନିଷେଦ୍ଧ କରାଯିବ । ସେ ଆହୁରୀ କହିଛନ୍ତି କିଛି ଲୋକ ଚୋରାରେ ମଦ ବେପାର ଆସର ଜମାଉଥିବାରୁ ଏପରି ଅଟଣା ଘଟିଲା ସେମାନଙ୍କୁ ଦଣ୍ଡିତ କରାଯିବ।ତା ସହ ଲୋକମାନଙ୍କୁ ସଚେତନ କରାଯିବ ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କହିଛନ୍ତି।

Leave A Reply

Your email address will not be published.