Latest Odisha News

BREAKING NEWS

ରାଜଧାନୀରେ ଏବେ ଲକ୍‌ଡାଉନ୍‌ର ଆବଶ୍ୟକତା ନାହିଁ; ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ କୋଭିଡ-୧୯ ମାମଲା ବଢିବା ସହ ଦିଲ୍ଲୀରେ ଲକ୍‌ଡାଉନ୍‌ ଲାଗୁ କରିବା ନେଇ ବର୍ତ୍ତମାନ କୌଣସି ଯୋଜନା ନଥିବା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ।

ଗଣମାଧ୍ୟମକୁ ସମ୍ବୋଧିତ କରି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ରାଜଧାନୀ ବାସିନ୍ଦା କୋଭିଡ ଉପଯୁକ୍ତ ଆଚରଣ ଅନୁସରଣ କରିବା ଉଚିତ।

“ବର୍ତ୍ତମାନ ଲକଡାଉନ୍ ର କୌଣସି ଆବଶ୍ୟକତା ନାହିଁ। ତଥ୍ୟ ଅନୁଯାୟୀ ଓମିକ୍ରନ୍‌ ଡେଲଟାଠାରୁ କମ୍ ମାରାତ୍ମକ ଅଟେ।”

ଦିଲ୍ଲୀରେ ଦୈନିକ ପ୍ରାୟ ୭୦ରୁ ୯୦ ହଜାର ଟେଷ୍ଟିଂ ଚାଲିଛି।

Leave A Reply

Your email address will not be published.