ଭୁବନେଶ୍ବର : ଏଣିକି ୧୦୨ ନୁହେଁ, କେବଳ ୧୦୮ । ଗର୍ଭବତୀ ଓ ଛୋଟ ଶିଶୁଙ୍କ ଆମ୍ବୁଲାନ୍ସ ପାଇଁ ଏଣିକି କେବଳ ଡାଏଲ କରିବାକୁ ହେବ ୧୦୮ । ପୂର୍ବରୁ ଗର୍ଭବତୀ ଓ ନବଜାତ ଶିଶୁଙ୍କ ପାଇଁ ଉପଲବ୍ଧ ଥିବା ୧୦୨ ଆମ୍ବୁଲାନ୍ସ ସେବାକୁ ୧୦୮ ନମ୍ବର ସହ ମିଶ୍ରଣ କରାଯାଇଛି । ଫଳରେ ଏଣିକି ଗର୍ଭବତୀ ଓ ଶିଶୁଙ୍କ ପାଇଁ ୧୦୮ ନମ୍ବରକୁ କଲ କଲେ ମିଳିବ ଆମ୍ବୁଲାନ୍ସ ସେବା । ଏନେଇ ସୂଚନା ଦେଇଛନ୍ତି ଓଡ଼ିଶାରେ ୧୦୮ ଆମ୍ବୁଲାନ୍ସ ପ୍ରକଳ୍ପ ମୁଖ୍ୟ ସବ୍ୟସାଚୀ ବିଶ୍ୱାଳ । ପୂର୍ବରୁ ଗର୍ଭବତୀ ଓ ନବଜାତ ଶିଶୁଙ୍କ ପାଇଁ ଥିବା ୧୦୨ ଆମ୍ବୁଲାନ୍ସ ସେବା ଓ ଏହାର କଲ୍ ସେଣ୍ଟରକୁ ୧୦୮ ସହ ମିଶ୍ରଣ କରାଯାଇଛି ।
BREAKING NEWS
- 5th-Gen fighter Jet: ଭାରତର ନୂଆ ଫାଇଟର ଜେଟ…ଭୟ କଲାଣି ଆମେରିକା, ଚୀନ
- BJP-Congress Alliance: ବିଜେପି-କଂଗ୍ରେସ ମିଳାଇଲେ ହାତ!
- ଜିଦରେ ଅଟଳ ଡାକ୍ତର ସଂଘ; ଏସମା ଲାଗୁ ପରେ ବି ଆନ୍ଦୋଳନ ଜାରି…
- ଟି୨୦ ବିଶ୍ୱକପ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷିତ
- communal violence in nepal: ନେପାଳରେ ଭାରତୀୟ ସୀମା ନିକଟରେ ପୁଣି ହିଂସାକାଣ୍ଡ, ହାଇ ଆଲର୍ଟ ପରେ ସୀମା ସିଲ୍
- ସ୍ପଷ୍ଟ କଲେ କରୀନା, ମୁଁ କାର୍ତିକଙ୍କୁ…….
- Bhitarkanika Closed: ପର୍ଯ୍ୟଟକଙ୍କ ପାଇଁ ୩ ଦିନ ଭିତରକନିକା ମନା
- ICC World Cup T20 ପୂର୍ବରୁ ବାଂଲାଦେଶକୁ ଝଟକା: ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲା ଆଇସିସି
- Trump “Absolutely” Wants Greenland: ଭେନେଜୁଏଲା ପରେ, ଏହି ଦେଶ ଉପରେ ଟ୍ରମ୍ପଙ୍କ ଆଖି…
- Fastag activated: ଘରୁ ଗାଡ଼ି ବାହାର କରିବା ଆଗରୁ ଏସବୁ ନିୟମ ଜାଣିରଖନ୍ତୁ, ନଚେତ୍ ଖାଲି ହୋଇପାରେ ଆପଣଙ୍କ ପକେଟ୍
Comments are closed.