Latest Odisha News

ଅଗଷ୍ଟ ୧ରୁ ନିଟ୍ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର: ଶିକ୍ଷା ମନ୍ତ୍ରଣାଳୟର ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA) ଦ୍ଵାରା ପରିଚାଳିତ ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ପାଇଁ ଆସନ୍ତା ଅଗଷ୍ଟ ୧ରୁ ନିକ୍ ପରୀକ୍ଷା କରାଯିବ।

ଏକ ବିଜ୍ଞପ୍ତିରେ NTA କହିଛି ଯେ NEET (UG)ପରୀକ୍ଷା ଚଳିତ ବର୍ଷ ଅନଲାଇନ୍ ମୋଡରେ ହିନ୍ଦୀ ଏବଂ ଇଂରାଜୀ ସମେତ ପ୍ରାୟ ୧୧ଟି ଭାଷାରେ କରାଯିବ।

ପରୀକ୍ଷା, ସିଲାବସ୍, ବୟସ ପାଇଁ ଯୋଗ୍ୟତା ମାନଦଣ୍ଡ, ସଂରକ୍ଷଣ, ପରୀକ୍ଷା ଫି, ରାଜ୍ୟ କୋଡ୍ ଇତ୍ୟାଦି ସମ୍ବନ୍ଧରେ ବିସ୍ତୃତ ସୂଚନା ଧାରଣ କରିଥିବା ସୂଚନା ବୁଲେଟିନ୍ https: //ntaneet.nic ୱେବସାଇଟରେ ଖୁବ୍ ଶୀଘ୍ର ଉପଲବ୍ଧ ହେବ।

Comments are closed.