Latest Odisha News

BREAKING NEWS

ଆଜି ରିଲିଜ ହେବ ‘ହେ ଗଣେଷ ଦିଅଁ’

ଭୁବନେଶ୍ୱର : ପବିତ୍ର ଗଣେଶ ପୂଜା ଅବସରରେ ଜଗା ଜେଡି କ୍ରିୟେସନ ପକ୍ଷରୁ , ବିଦ୍ୟାଦାତା ଗଣେଶଙ୍କ ଭଜନ “ହେ ଗଣେଷ ଦିଅଁ ଯେବେଠୁ ଖଡିଛୁଆଁ ହେଲା ସେବେଠୁ ତୁମ ସହିତ ମୋର ଭାବ” ରିଲିଜ୍ ହେବାକୁ ଯାଉଛି ।

ଏହି ଭଜନ ପରିବେଷଣ ଭିଡିଓରେ, କଳାକାର ପ୍ରଜ୍ଞା, ଶଙ୍କର, ମିଲି ମହାନ୍ତି ଓ ଜୁନିୟର ଜେଡି ଜଗ୍‌ଦିଶ ଅଭିନୟ କରିଛନ୍ତି । ଗୀତିକାର ଅରୁଣ ସାହୁଙ୍କ ରଚିତ ଏହି ଭଜନକୁ ହାପି ମିଶ୍ର ସଙ୍ଗୀତରେ ସଜାଇଛନ୍ତି ଏବଂ ଜୁନିୟର ଜେଡି ଜଗଦୀଶ ଏଥିରେ କଣ୍ଠଦାନ କରିଛନ୍ତି ।

ଜଗା ଜେଡି କ୍ରିଏସନର ୟୁଟ୍ୟୁବ ଚ୍ୟାନେଲରେ ଗଣେଷ ପୂଜା ଅବସରରେ, ଓଡ଼ିଶାର ସମସ୍ତ ଜନସାଧାରଣ ବିଘ୍ନ ବିନାଶକ ଗଣେଷ ମହାପ୍ରଭୁଙ୍କୁ ଏହି ଭଡ଼ିଓ ଦେଖିବା ସଙ୍ଗେ ସଙ୍ଗେ ପୂଜାକୁ ଆନନ୍ଦର ସହ ଉପଭୋଗ କରିପାରିବେ ।

Leave A Reply

Your email address will not be published.