Latest Odisha News

BREAKING NEWS

ଘରୋଇ ହସ୍ପିଟାଲରେ ୧୮-୪୪ ବର୍ଷ ବୟସବର୍ଗଙ୍କୁ ଟୀକାକରଣ ପାଇଁ ମିଳିଲା ଅନୁମତି

ଭୁବନେଶ୍ୱର : ଦ୍ରୁତଗତିରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଟୀକାକରଣକୁ ତ୍ୱରାନ୍ୱିତ କରିବା ପାଇଁ ୧୮-୪୪ ବର୍ଷ ବୟସବର୍ଗଙ୍କୁ ଘରୋଇ ହସ୍ପିଟାଲରେ ଟୀକାକରଣ ପାଇଁ ଅନୁମତି ମିଳିଛି ।

କୋଭାକ୍ସିନ ଓ କୋଭାଲସିଲ୍ଡ ଟୀକା ଲୋକଙ୍କୁ ମାଗଣାରେ ଦିଆଯାଉଛି । କିନ୍ତୁ ଘରୋଇ ହସ୍ପିଟାଲରେ ଟୀକା ନେବାକୁ ଇଚ୍ଛୁକ ବ୍ୟକ୍ତି ପରିଚାଳନା ଖର୍ଚ୍ଚ ବାବଦରେ ୧୦୦ଟଙ୍କା ପୈଠ କରିବେ ।

Leave A Reply

Your email address will not be published.