ଭୁବନେଶ୍ୱର: ମାସ୍କ ଓ ପିପିଇ କିଟ ପରେ ଏବେ ନିବୁଲାଇଜର କିଣାରେ ଦୁର୍ନୀତି ଅଭିଯୋଗ ଆଣିଛି କଂଗ୍ରେସ । କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ କହିଛନ୍ତି ନିବୁଲାଇଜର କିଣିବା ସମୟରେ ଗୋଟିଏ କମ୍ପାନୀ ୨ଥର କୋଟେସନ ଦେଇଥିଲା । ୨୧ ତାରିଖରେ ଦେଇଥିବା ପ୍ରଥମ କୋଟେସନରେ ଏହାର ଦାମ ୩୧ଶହ ଟଙ୍କା ଥିବା ବେଳେ ୨୩ ତାରିଖରେ ଦେଇଥିବା କୋଟେସନରେ ଏହାର ଦାମ ଥିଲା ୫ହଜାର ୯୦୦ଟଙ୍କା । ଦ୍ୱିତୀୟ କୋଟେସନ ଆଧାରରେ ରାଜ୍ୟ ସରକାର ୫୦୦ ଟି ନିମୁଲାଇଜର କିଣିଥିବା ଅଭିଯୋଗ ଆଣିଛି କଂଗ୍ରେସ ।
BREAKING NEWS
- ‘Godaan’ Tax-Free: ହିନ୍ଦୀ ଫିଚର ଫିଲ୍ମ ‘ଗୋଦାନ’ର ପ୍ରିମିୟର ଦେଖିଲେ ମୁଖ୍ୟମନ୍ତ୍ରୀ;କଲେ ‘ଟାକ୍ସ ଫ୍ରି’
- Pre-Budget Consultation: ସମସ୍ତଙ୍କ ମତାମତକୁ ଆଧାର କରି ‘ଲୋକଙ୍କ ବଜେଟ’ ଭାବେ ପ୍ରସ୍ତୁତ କରାଯିବ: ମୁଖ୍ୟମନ୍ତ୍ରୀ
- Gelatin sticks Seized: ତରଭୁଜ ଗଦା ତଳୁ ବିସ୍ଫୋରକ ସାମଗ୍ରୀ ଜବତ;ଶହେଟି ବାକ୍ସରୁ ୧୮ ହଜାର ଜିଲାଟିନ୍ ଷ୍ଟିକ୍ ସହ…
- ମଝି ସମୁଦ୍ରରେ ଓଡ଼ିଆ ଯୁବକ ନିଖୋଜ ଘଟଣା, କେନ୍ଦ୍ରର ୪ ବିଭାଗକୁ ରାଜ୍ୟ ସରକାରଙ୍କ ଚିଠି
- ଖୁବଶୀଘ୍ର ଭାରତୀୟ ବାୟୁସେନାକୁ ମିଳିବ ୫ ତେଜସ
- ପୂର୍ବରୁ ଭାରତ ସହ ଟ୍ରେଡ ଡିଲ୍ କେହି କରୁନଥିଲେ କିନ୍ତୁ ଏବେ…
- ଏଫଆଇଏଚ ପ୍ରୋ ହକି ଲିଗ: ଭାରତୀୟ ଦଳରେ ଓଡିଶାର ୫ଜଣଙ୍କୁ ସୁଯୋଗ
- Blast In Coal Mine: କୋଇଲା ଖଣିରେ ବଡ଼ ବିସ୍ଫୋରଣ; ୧୬ ଶ୍ରମିକଙ୍କ ମୃତଦେହ ଉଦ୍ଧାର, ଅନେକ ଫସି…
- ବେନ ଷ୍ଟୋକ୍ସ ଗୁରୁତର ଆଘାତପ୍ରାପ୍ତ
- ଆଇଏଏସ ସ୍ତରରେ ଅଦଳବଦଳ
Comments are closed.