Latest Odisha News

BREAKING NEWS

ସୋସିଆଲ ମିଡ଼ିଆର ପ୍ରଭାବ; ଲାଞ୍ଚ ମାଗି ଚାକିରୀରୁ ନିଲମ୍ବିତ ହେଲେ କନଷ୍ଟେବଳ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଝି ଟାଉନ ଥାନା କନଷ୍ଟେବଳ ଜଣେ ଟ୍ରକ ଡ୍ରାଇଭର ଠାରୁ ଲାଞ୍ଚ ମାଗିବା ଅଭିଯୋଗରେ ବୁଧବାର ଦିନ ନିଲମ୍ବିତ ହୋଇଛନ୍ତି ।

ମିଳିଥିବା ସୂଚନା ଆନୁସାରେ, କନଷ୍ଟେବଳ ସଂକୀର୍ତ୍ତନ ପଟେଲ ଏକ ଟ୍ରକ ଡ୍ରାଇଭର ଠାରୁ ଲାଞ୍ଚ ମାଗୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହାପରେ ଡିଜିପି ବିକେ ଶର୍ମାଙ୍କ ନିର୍ଦ୍ଦେଶ କ୍ରମେ ଡିଆଇଜି ଆଜି ସଂକୀର୍ତ୍ତନଙ୍କୁ ଚାକିରୀରୁ ନିଲମ୍ବିନ କରିଛନ୍ତି ।

Leave A Reply

Your email address will not be published.