Latest Odisha News

BREAKING NEWS

Browsing Tag

Social Media

ଲାଇକ୍ ପାଇଁ ଯାଉଛି ଜୀବନ, ୭୨ ଘଣ୍ଟାରେ ୮ ଜଣଙ୍କ ମୃତ୍ୟୁ

ମୁମ୍ବାଇ: ସୋସିଆଲ୍ ମିଡିଆରେ ଲାଇକ୍, କମେଣ୍ଟ ପାଇଁ ସମସ୍ତେ ପାଗଳ । ଫଲୋଅର୍ସ ବଢ଼ାଇବା ଲାଗି ଜୀବନକୁ ବାଜି ଲଗାଇବାକୁ ପଛାଉ ନାହାନ୍ତି କ୍ରିଏଟର୍ସ । ଆଉ ଏହି ଫଲୋଅର୍ସ ବଢ଼ାଇବା ନିଶା ଏବେ ଜୀବନ ନେଉଛି । ବିଗତ ୭୨ ଘଣ୍ଟାରେ ଅବହେଳାର ଏଭଳି ୪ ଘଟଣା ସାମ୍ନାକୁ ଆସିଥିବା ଏଥିରେ ବେଳେ ୮…

ପୁଣି ଥରେ ଡାଉନ୍ ହେଲା ଟ୍ୱିଟର୍, ଅନ୍ୟ ସୋସିଆଲ୍ ମିଡିଆରେ ମସ୍କଙ୍କ ମଜ୍ଜାକ କଲେ ୟୁଜର

ନୂଆଦିଲ୍ଲୀ: ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର ଖୋଲୁନି । ଭାରତୀୟ ସମୟ ରାତି ପ୍ରାୟ ୮ଟାରୁ ଅଧିକାଂଶ ଡେସ୍କଟପରେ ଟ୍ୱିଟର ଚାଲୁ ନାହିଁ । ମୋବାଇଲ୍ ଆପ୍ ମାଧ୍ୟମରେ ଟ୍ୱିଟର ଖୋଲୁଥିବା ବେଳେ ଡେସ୍କଟପରେ ଖୋଲୁ ନାହିଁ । ଯାହାକୁ ନେଇ ଅନ୍ୟ ସୋସିଆଲ୍ ମିଡିଆରେ ଲୋକେ ଟ୍ୱିଟର ଡାଉନକୁ ପୋଷ୍ଟ…

ବର୍ଷାଙ୍କୁ ହାଇକୋର୍ଟଙ୍କ ଝଟକା ! ସୋସିଆଲ ମିଡିଆରେ ଅନୁଭବଙ୍କ ଟିପଣୀ ପ୍ରସଙ୍ଗରେ ଆବେଦନ ଖାରଜ

କଟକ : ସୋସିଆଲ ମିଡିଆ ବିବାଦ ପ୍ରସଙ୍ଗରେ ବର୍ଷାଙ୍କ ରିଟ ପିଟିସନକୁ ବୁଧବାର ଖାରଜ କରିଛନ୍ତି ହାଇକୋର୍ଟ । ସୋସିଆଲ ମିଡିଆରେ ସ୍ୱାମୀ ଅନୁଭବ ମହାନ୍ତି ରଖୁଥିବା ବିବାଦୀୟ ମନ୍ତବ୍ୟକୁ ନେଇ ହାଇକୋର୍ଟରେ ରିଟ୍ ପିଟିସନ ଦାୟର କରିଥିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ବିଭିନ୍ନ ସମୟରେ…

୨୬ ହଜାର ଆଇସକ୍ରିମ୍ ଷ୍ଟିକରେ ରଙ୍ଗୋଲି ଆଙ୍କି ରେକର୍ଡ କଲେ ମା’-ଝିଅ

ହିନ୍ଦୁ ଧର୍ମରେ ଘର ଅଗଣାରେ ରଙ୍ଗୋଲି କରିବାକୁ ଅତ୍ୟନ୍ତ ଶୁଭ ବୋଲି ମନାଯାଏ । ରଙ୍ଗୋଲି ହେଉଛି ଏକ ସ୍ୱତନ୍ତ୍ର ପ୍ରକାରର କଳାକୃତି ଯାହା ବିଭିନ୍ନ ରଙ୍ଗ ଏବଂ ଆକୃତିରେ ତିଆରି ହୋଇପାରିବ । ଆଜିକାଲି କୈାଣସି ବିଶେଷ ଉତ୍ସବରେ ସାଧାରଣତଃ ରଙ୍ଗୋଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ, ଯେଉଁଥିରେ…

ଭାଇରାଲ ଭିଡିଓ ଦେଖି ଗାଁ ମହିଳାଙ୍କୁ ସୋନୁ ସୂଦ ଦେଲେ ଚମତ୍କାର ଅଫର

ଅନେକ ସମୟରେ ସୋସିଆଲ ମିଡିଆରେ  ଭିଡିଓ ଭାଇରାଲ ହେଉଛି ।  ସେଥିରୁ କିଛି ଭିଡିଓ ସମସ୍ତଙ୍କୁ ବେଶ ପସନ୍ଦ ଆସିଥାଏ । ହେଲେ ଏମିତି କିଛି ଭିଡ଼ିଓ ମଣିଷର ଭାଗ୍ୟ ବଦଳାଇ ଦେଇଥାଏ, ଯେମିତି ରାନୁ ମଣ୍ଡଳଙ୍କର ବଦଳାଇ ଦେଇଥିଲା। ଏମିତି ଏକ ଭିଡ଼ିଓ ରାନୁ ମଣ୍ଡଳଙ୍କ ପରି ୟାଙ୍କର ମଧ୍ୟ ଭାଗ୍ୟ…

ଭାଇରାଲ ହେଉଛି ବ୍ୟକ୍ତିଗତ ଲାଇବ୍ରେରୀ, ଯେଉଁଥିରେ ରହିଛି ୩୨ହଜାରରୁ ଅଧିକ ପୁସ୍ତକ

କୁହାଯାଏ ଯେଉଁମାନେ ପୁସ୍ତକକୁ ବନ୍ଧୁ କରନ୍ତି ସେମାନେ ନୂଆ ଇତିହାସ ସୃଷ୍ଟି କରନ୍ତି । ପୁସ୍ତକରେ ସବୁ ସମସ୍ୟାର ସମାଧାନ ଥାଏ । ଦୁନିଆରେ ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ବହି ପଢିବାକୁ ଭଲ ପାଆନ୍ତି  । ସେମାନଙ୍କ ମଧ୍ୟରୁ କିଛି ଲୋକ ଅଛନ୍ତି ବହି ରଖିବାକୁ ବେଶ ପସନ୍ଦ କରନ୍ତି ।…

ଅନ୍ୟକୁ ଚାକରି ଦେବାବେଳେ ନିଜ ଚାକିରି ହରାଇଲେ ଗୁଗୁଲ୍ ସିଇଓ

 କାହା ଭାଗ୍ୟ କେତେବେଳେ, କେମିତି ବଦଳିଯିବ, ତାହା କେହି କହି ପାରିବେ ନାହିଁ । ନିକଟରେ ଗୁଗୁଲ୍ ୧୨,୦୦୦ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଥିଲାଯ । କମ୍ପାନୀର ହଠାତ୍ ଏପରି ନିଷ୍ପତ୍ତି ସମସ୍ତ କର୍ମଚାରୀମାନଙ୍କୁ ପ୍ରଭାବିତ କରିଥିଲା ​​| ହେଲେ ଅନ୍ୟକୁ ଚାକରି ଦେବାବେଳେ ଯେ ନିଜ ଚାକିରି…

ବିକିନି ପିନ୍ଧି ସୋଶିଆଲ ମିଡିଆରେ ଚାକିରି ମାଗିଲେ ମହିଳା

ଲଣ୍ଡନ: ଆଜିକାଲି ସୋଶିଆଲ ମିଡିଆରେ ଅନେକ ଗ୍ରୁପ ରହିଛି ଯେଉଁଥିରେ ଚାକିରୀ ସମ୍ପର୍କିତ ସୂଚନା ମିଳିଥାଏ । ଲିଙ୍କଡିନ ପରି ପ୍ଲାଟଫର୍ମରୁ ଆସି ଏବେ ଲୋକେ ଫେସବୁକ, ଇନଷ୍ଟାଗ୍ରାମରେ ମଧ୍ୟ ଜବ ପାଇଁ ସ୍ୱତନ୍ତ୍ର ପେଜ ତିଆରି କରୁଛନ୍ତି । ଆପଣ ଯଦି ଚାକିରି ଖୋଜୁଛନ୍ତି ଏବଂ ସୋସିଆଲ ମିଡିଆରେ…

ସ୍ୱାମୀଙ୍କ ନିର୍ଯାତନା ସହି ପାରିଲେନି ଏସଆଇ, ସୋସିଆଲ ମିଡ଼ିଆରେ ମାଗିଲେ ସହାୟତା

ନୂଆଦିଲ୍ଲୀ: ସେ ଅନ୍ୟମାନଙ୍କୁ ଦିଅନ୍ତି ସୁରକ୍ଷା । ସେ ଅନ୍ୟମାନଙ୍କ ପାଇଁ ଆଶା ଭରସା । ହେଲେ  ନିଜ ସୁରକ୍ଷା ପାଇଁ ସେ ଅସମର୍ଥ । ପରିସ୍ଥିତି ପାଖରେ ସେ ଅସହାୟ । ନିଜ ପାୱାର, ପୋଜିସନ କିଛି କାମ କରୁନି ଏଠି । ଶେଷରେ ବିକଳ ହୋଇ ସୋସିଆଲ ମିଡିଆରେ ସୁରକ୍ଷା ମାଗିଲେ ମହିଳା ପୋଲିସ ସବ…

ଚାକିରି ନାଁରେ ଠକେଇ ଅଭିଯୋଗ ପରେ ବର୍ଷା ରଖିଲେ ଉତ୍ତର, ‘ମତେ ଦାବିବା ପାଇଁ ଷଡ଼ଯନ୍ତ୍ର’

ଭୁବନେଶ୍ୱର: ପ୍ରଥମେ ପରିବାରରେ ଝଡ଼ ଏବେ ସମାଜରେ ଥିବା ପ୍ରତିପତ୍ତି ନଷ୍ଟ ପାଇଁ ଉଦ୍ୟମ । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିରୋଧରେ କଲ୍ୟାଣୀ ନାୟକ ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗ ଆଣିବା ପରେ ମୁହଁ ଖୋଲିଛନ୍ତି ବର୍ଷା । ସୋସିଆଲ୍ ମିଡିଆରେ ପୋଷ୍ଟ କରି ବର୍ଷା ଲେଖିଛନ୍ତି,…