Latest Odisha News

BREAKING NEWS

୫ମ ଥର ଲାଗି ନବୀନ ହେବେ ମୁଖ୍ୟମନ୍ତ୍ରୀ: ଯାଜପୁର ଜିଲ୍ଲାର ଅଧିକାଂଶ ଆସନରେ ବିଜେଡ଼ି ପ୍ରାର୍ଥୀ ଆଗୁଆ

ଭୁବନେଶ୍ୱର: ଯାଜପୁର ଜିଲ୍ଲାର ଅଧିକାଂଶ ଆସନରେ ବିଜେଡ଼ି ପ୍ରାର୍ଥୀମାନେ ଭୋଟ ଗଣତିରେ ଆଗୁଆ ରହିଛନ୍ତି ।

ଯାଜପୁର ଜିଲ୍ଲାର ନିର୍ବାଚନ ଫଳାଫଳ
ଯାଜପୁର ବିଧାନ ସଭା

୧- ବିଜେଡି ପ୍ରଣବ ପ୍ରକାଶ ଦାସପ୨୨୯୫୫

୨- ବିଜେପି ଗୌତମ ରାୟପ୧୨୭୦୧

୩- କଂଗ୍ରେସସନ୍ତୋଷ ନନ୍ଦପ୧୨୫୬

ଆଗୁଆ ବ୍ୟବଧାନପ ବିଜେଡି ବିଜେପି ଠାରୁ ୧୦୨୫୪ ଭୋଟ ରେ ଆଗୁଆ

ବିଂଝାରପୁର ବିଧାନ ସଭା

୧- ବିଜେଡ଼ି ପ୍ରମିଳା ମଲ୍ଲିକପ୨୭୭୫୯

୨- ବିଜେପି ବବିତା ମଲ୍ଲିକପ୧୯୧୧୬

୩- କଂଗ୍ରେସ ମନୋରଞ୍ଜନ ଦାସ ୧୧୦୬

ଆଗୁଆ ବ୍ୟବଧାନ ବିଜେଡି ବିଜେପି ଠାରୁ ୮୬୪୩ ଭୋଟ ରେ ଆଗୁଆ

ବରୀ ବିଧାନସଭା

୧- ବିଜେଡି ସୁନନ୍ଦା ଦାସ ୨୧୫୩୧

୨- ବିଜେପି ବିଶ୍ୱରଂଜନ ମଲ୍ଲିକ ୧୫୦୯୦

୩- କଂଗ୍ରେସ ଉମେଶ ଜେନା ୨୬୧୯

ଆଗୁଆ ବ୍ୟବଧାନ ବିଜେଡି ବିଜେପି ଠାରୁ ୬୪୪୧ ଭୋଟ ରେ ଆଗୁଆ

ବଡଚଣା ବିଧାନସଭା

୧ ବିଜେଡି ଅମର ପ୍ରସାଦ ଶତପଥୀ ୩୪୦୭୪

୨- ବିଜେପି ଅମର ନାୟକ ୩୬୩୭୮

୩ – କଂଗ୍ରେସ ଅଜୟ କୁମାର ସାମଲ ୨୬୮୮

ଆଗୁଆ ବ୍ୟବଧାନ ବିଜେପି ବିଜେଡ଼ି ଠାରୁ ୨୩୦୪ ଭୋଟ ରେ ଆଗୁଆ

ଧର୍ମଶାଳା ବିଧାନସଭା

୧ ବିଜେଡି ପ୍ରଣବ ବଳବନ୍ତରାୟ ୪୯୯୬୨

୨ ବିଜେପି ରମେଶ ଚନ୍ଦ୍ର ପାଡ଼ି ୨୩୮୫୧

୩ କଂଗ୍ରେସ ସ୍ମୃତିରେଖା ୯୭୮୫

ଆଗୁଆ ବ୍ୟବଧାନ ବିଜେଡି ବିଜେପି ଠାରୁ ୨୬୧୧୧ ଭୋଟ ରେ ଆଗୁଆ

ସୁକିନ୍ଦା ବିଧାନସଭା

୧ ବିଜେଡି ପ୍ରୀତିରଞ୍ଜନ ଘଡେ଼ଇ ୨୪୪୧୫

୨ ବିଜେପି ପ୍ରଦୀପ ବଳ ସାମନ୍ତ ୧୪୮୫୫

୩ କଂଗ୍ରେସ ଶରତ ରାଉତ ୯୬୭୫

ଆଗୁଆ ବ୍ୟବଧାନ ବିଜେଡି ବିଜେପି ଠାରୁ ୯୫୬୦ ଭୋଟ ରେ ଆଗୁଆ

କୋରେଇ ବିଧାନସଭା

୧ ବିଜେଡି ଅଶୋକ ବଳ ୨୪୩୮୦

୨ ବିଜେପି ବିଶ୍ୱରଂଜନ ନାୟକ ୧୪୬୫୮

୩ କଂଗ୍ରେସ ବନ୍ଦିତା ପରିଡା ୯୭୫୮

ଆଗୁଆ ବ୍ୟବଧାନ ବିଜେଡ଼ି ବିଜେପି ଠାରୁ ୯୭୨୨ ଭୋଟ ରେ ଆଗୁଆ

ଯାଜପୁର ଲୋକସଭା

୧ ବିଜେଡି ଶର୍ମିଷ୍ଠା ସେଠି ୨୦୦୯୯୩

୨ ବିଜେପି ଅମୀୟକାନ୍ତ ମଲ୍ଲିକ ୧୪୬୯୭୧

୩ କଂଗ୍ରେସ ମାନସ ଜେନା ୩୬୦୨୧

ଆଗୁଆ ବ୍ୟବଧାନ ବିଜେଡି ବିଜେପି ଠାରୁ ୫୪୦୨୨ ଭୋଟ ରେ ଆଗୁଆ

 

Leave A Reply

Your email address will not be published.