ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପାଇଁ ଆସିଲା ଚିହ୍ନ । ନିର୍ବାଚନ କମିଶନଙ୍କ ତରଫରୁ ଚିହ୍ନ ଗୁଡିକ ସମ୍ପର୍କରେ ଅବଗତ କରାଯାଇଛି । ୱାର୍ଡ ମେମ୍ବର , ସରପଞ୍ଚଏବଂ ସମିତି ସଭ୍ୟଙ୍କ ପାଇଁ ଚିହ୍ନ ଜାରି କରାଯାଇଛି । ୱାର୍ଡ ମେମ୍ବର ପାଇଁ ୧୫ ସରପଞ୍ଚ ପାଇଁ ୩୨ଏବଂ ସମିତି ସଭ୍ୟଙ୍କ ପାଇଁ ୧୯ ଚିହ୍ନ ରହିଛି ।ସ୍ୱିକୃତି ପ୍ରାପ୍ତ ଦଳ ସେମାନଙ୍କ ଦଳୀୟ ଚିହ୍ନରେ ଲଢିବେ । ପଞ୍ଚାୟତ ନିର୍ବାଚନ ପାଇଁ ପକ୍ରିୟା ଜାରି ରହିଛି । ନିର୍ବାଚନ କମିଶନଙ୍କ ତରଫରୁ ଏହି ଚିହ୍ନ ଜାରି କରାଯାଇଛି ।
BREAKING NEWS
- ଶିଳ୍ପ ମନ୍ତ୍ରୀଙ୍କୁ ଭେଟିଲେ ଅଷ୍ଟ୍ରେଲିଆର କନସୁଲ ଜେନେରାଲ, ଓଡ଼ିଶା-ଅଷ୍ଟ୍ରେଲିଆ ମଧ୍ୟରେ ବଢ଼ିବ ସହଯୋଗ
- ଆଇପିଏଲ ନେଇ ବିସିସିଆଇ ଜାରୀ କରିଛି କଡା ନିୟମ
- Afghanistan Pakistan Conflict: ‘ଆଉ ଆଲୋଚନା ନୁହେଁ, ସିଧା ପ୍ରତିଶୋଧ ନେବୁ…’, କାବୁଲରେ ବିମାନ ଆକ୍ରମଣ ପରେ ତାଲିବାନର ଘୋଷଣା
- Congress Suspends 3 MLAs: ରାଜ୍ୟସଭା ନିର୍ବାଚନରେ କ୍ରସ୍-ଭୋଟିଂ, ତିନି ବିଧାୟକଙ୍କୁ ନିଲମ୍ବନ କଲା କଂଗ୍ରେସ
- ବଢ଼ିଲା କ୍ରସଭୋଟିଂ କରିଥିବା ବିଧାୟକଙ୍କ ସୁରକ୍ଷା
- Nuclear Weapon Against Iran: ଯୁଦ୍ଧରେ ଇରାନ ବିରୁଦ୍ଧରେ ପରମାଣୁ ଅସ୍ତ୍ର ବ୍ୟବହାର କରିବ କି ଇସ୍ରାଏଲ? ଟ୍ରମ୍ପ କହିଲେ…
- ଅସୁରକ୍ଷିତ ଗହୀରମଥା ଅଭୟାରଣ୍ୟ: ଅକାଳରେ ମରୁଛନ୍ତି ଅଲିଭ୍ ରିଡ୍ଲେ, ସୁରକ୍ଷାରେ ନିୟୋଜିତ ହେବ ଡ୍ରୋନ
- କାହିଁକି ଓ କାହା ଭୁଲରୁ ଘଟିଗଲା SCB ଅଗ୍ନିକାଣ୍ଡ?
- JDU ନା BJP: ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ରେସ୍ରୁ ବାହାରିଲେ ଏହି ନେତା
- Weather Update: କାଳବୈଶାଖୀ ପ୍ରଭାବରେ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କତା ଜାରି
Comments are closed.