Latest Odisha News

BREAKING NEWS

୫ମ ଥର ଲାଗି ନବୀନ ହେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ: ଆଠଗଡ଼ରେ ବିଜେଡ଼ି ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ୧୧,୨୬୯ ଭୋଟରେ ଆଗୁଆ

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ନିର୍ବାଚନ ଫଳାଫଳ ଲାଗି ଆଜି ଭୋଟ ଗଣତି ଚାଲିଥିବା ବେଳେ ଆଠଗଡ଼ ଆସନରେ ସପ୍ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡ଼ି ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ତାଙ୍କର ନିକଟତମ ପ୍ରାର୍ଥୀଙ୍କ ଠାରୁ ପ୍ରାୟ ୧୧,୨୬୯ ଭୋଟରେ ଆଗୁଆ ରହିଛନ୍ତି ।

ବିଜେଡ଼ି ପ୍ରାର୍ଥୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏପର୍ଯ୍ୟନ୍ତ ୧୮,୩୦୬ଟି ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୭,୦୩୭ଟି ଭୋଟ ପାଇଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ଏପର୍ଯ୍ୟନ୍ତ ୩,୧୦୭ଟି ଭୋଟ୍ ପାଇଛନ୍ତି ।

ତେବେ ଆହୁରି ଅନେକ ପର୍ଯ୍ୟାୟ ଭୋଟ ଗଣତି ବାକି ରହିଛି ।

Leave A Reply

Your email address will not be published.