ପୁରୀ: ଗତ ମେ’ ୩ ତାରିଖରେ ହୋଇଥିବା ବାତ୍ୟା ଫନି ପ୍ରଭାବରେ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ପ୍ରାୟ ୭୮୯ ଟୁରିଷ୍ଟ ବୋର୍ଟ ମାଲିକଙ୍କୁ ୮.୩୩ କୋଟି ଟଙ୍କାର ଆର୍ଥୀକ ସହାୟତା ପ୍ରଦାନ କରିଛନ୍ତି ଓଡିଶା ସରକାର ।
ପୁରୀ ଜିଲ୍ଲା ପ୍ରଶାସନ ଦ୍ୱାରା ରବିବାର ଦିନ ସାତପଡାରେ ‘ଫନି ପ୍ରଭାବିତ ଡଙ୍ଗା ମାଲିକଙ୍କୁ ଆର୍ଥୀକ ସହାୟତା’ ନାମକ ଏକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ଏହି ଅବସରରେ ୯ଟି ଡଙ୍ଗା ସଂଘକୁ ଅର୍ଥ ରାଶି ପ୍ରଦାନ କରାଯାଇଥିଲା ।
Comments are closed.