Latest Odisha News

BREAKING NEWS

Browsing Tag

CM relief fund

ଆଡଭୋକେଟ୍‌ ଜେନେରାଲ, ଓଡ଼ିଶା କାର୍ଯ୍ୟାଳୟ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା

ଭୁବନେଶ୍ୱର : ଆଡଭୋକେଟ୍‌ ଜେନେରାଲ, ଓଡ଼ିଶା କାର୍ଯ୍ୟାଳୟର ସମସ୍ତ ଆଇନ୍ ଅଧିକାରୀ ଓ କର୍ମଚାରୀମାନେ ମିଳିତ ସହଯୋଗରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୬ଲକ୍ଷ ୩୦ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି । ଆଡଭୋକେଟ୍‌ ଜେନେରାଲ, ଓଡ଼ିଶା ଅଶୋକ କୁମାର ପରିଜାଙ୍କ ନିର୍ଦ୍ଦେଶରେ ଓଡ଼ିଶା…

ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୧୦୦ କୋଟି ଦେଲା ଓଡ଼ିଶା ଖଣି ନିଗମ

ଭୁବନେଶ୍ୱର: ଓଡ଼ିଶା ଖଣି ନିଗମ (OMC) ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଆଜି ୧୦୦ କୋଟି ଟଙ୍କା ପ୍ରଦାନ କରିଛି । ହରିଶ୍ଚନ୍ଦ୍ର ସହାୟତା ଓ ମହାପ୍ରୟାଣ ଯୋଜନା ଲାଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଓଏମସି ଶହେ କୋଟି ଦେଇଛି । ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ କୁମାର ମଲ୍ଲିକ…

ସିଏମ୍ ରିଲିଫ ପାଣ୍ଠିକୁ ଓଏସବିସିଏଲ୍ ଦେଲା ୫ କୋଟି

ଭୁବନେଶ୍ଵର: କରୋନା ମୁକାବିଲା ପାଇଁ ଓଡ଼ିଶା ରାଜ୍ୟ ପାନୀୟ ନିଗମ ଲିମିଟେଡ (ଓଏସବିସିଏଲ୍) ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ଏହି ଚେକ୍ ଗ୍ରହଣ କରିଥିଲେ।…

ବୁଲା ଗାଈ ଓ କୁକୁରଙ୍କ ଖାଦ୍ୟ ପାଇଁ ୬୦ ଲକ୍ଷ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ରାଜ୍ୟରେ ସଂକ୍ରମଣ ଶୃଙ୍ଖଳା ଭାଙ୍ଗିବା ପାଇଁ ରାଜ୍ୟ ସରକାର ଲକ୍‌ଡାଉନ୍‌ ଜାରି କରିଛନ୍ତି। ଯାହା ଫଳରେ ବୁଲା ପଶୁମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ଲକ୍‌ଡାଉନ୍‌ ସମୟରେ ବୁଲା ଗାଈ ଓ କୁକୁରଙ୍କୁ ଖାଦ୍ୟ ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିଏମ୍‌…

କରୋନା ଯୁଦ୍ଧର ଯୁଧିଷ୍ଠିର, ପଢନ୍ତୁ ଦୃଷ୍ଟିହୀନଙ୍କ ଦାନର କାହାଣୀ..

ଭୁବନେଶ୍ୱର : ସେ ଦୁନିଆକୁ ଦେଖି ପାରନ୍ତିନି । କିନ୍ତୁ ଏ ଦୁନିଆର ଦୁଃଖ ତାଙ୍କୁ ଜଳଜଳ ହୋଇ ଦିଶେ । ଯାହା ଆଖି ଥିବା ଲୋକଟିଏ ଦେଖିପାରୁନି ତାକୁ ବେଶ୍ ଅନୁଭବ କରିପାରିଛନ୍ତି ସେ । ସେଇଥି ପାଇଁ ତ ନିଜ ସଞ୍ଚିତ ଅର୍ଥକୁ କରୋନା ମୁକାବିଲା ପାଇଁ ସେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ…

ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୧୦ଲକ୍ଷ ଟଙ୍କା ଦେଲା ଓଡିଶା କୃଷି ଶିଳ୍ପ ନିଗମ !

ବାରିପଦା: କରୋନାଭାଇରସ୍‌କୁ କଡା ମୁକାବିଲା ଦେଉଛି ଓଡିଶା ସରକାର । ଏହି କ୍ଷେତ୍ରରେ ସହାୟତାର ହାତ ବଢାଇଛି ଓଡିଶା କୃଷି ଶିଳ୍ପ ନିଗମ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧୦ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି ଓଡିଶା କୃଷି ଶିଳ୍ପ ନିଗମର ଅଧ୍ୟକ୍ଷ ଦେବାଶିଷ ମହାନ୍ତି…

କରୋନା ମୁକାବିଲା: ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସାହାଯ୍ୟ କଲେ ଓଲିଉଡ କଳାକାର

ଭୁବନେଶ୍ୱର : କରୋନା ଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିକୁ ବିଭିନ୍ନ ବର୍ଗର ଲେକୋ ଆର୍ଥିକ ସହାୟତା କରୁଛନ୍ତି । ତେବେ ଏଥିରୁ ବାଦ ପଡିନାହାନ୍ତି ଓଲିଉଡ କଳାକାର, ନିର୍ଦ୍ଦେଶକ ଓ ପ୍ରଯୋଜକ । ଓଲିଉଡରେ ପ୍ରଥମ ବ୍ୟକ୍ତି ଭାବେ ପ୍ରଯୋଜକ ଅକ୍ଷୟ ପରିଜା ଏକ ଲକ୍ଷ…

‘ଫନି’ ପ୍ରଭାବିତ ଡଙ୍ଗା ମାଲିକଙ୍କୁ ଓଡିଶା ସରକାରଙ୍କ ଆର୍ଥୀକ ସହାୟତା ପ୍ରଦାନ

ପୁରୀ: ଗତ ମେ’ ୩ ତାରିଖରେ ହୋଇଥିବା ବାତ୍ୟା ଫନି ପ୍ରଭାବରେ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ପ୍ରାୟ ୭୮୯ ଟୁରିଷ୍ଟ ବୋର୍ଟ ମାଲିକଙ୍କୁ ୮.୩୩ କୋଟି ଟଙ୍କାର ଆର୍ଥୀକ ସହାୟତା ପ୍ରଦାନ କରିଛନ୍ତି ଓଡିଶା ସରକାର । ପୁରୀ ଜିଲ୍ଲା ପ୍ରଶାସନ ଦ୍ୱାରା ରବିବାର ଦିନ ସାତପଡାରେ ‘ଫନି ପ୍ରଭାବିତ ଡଙ୍ଗା…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଆଦିତ୍ୟ ବିର୍ଲା ଗ୍ରୁପର ୫୦ କୋଟି ଟଙ୍କା ସହାୟତା ରାଶି ପ୍ରଦାନ

ଭୁବନେଶ୍ୱର : ବାତ୍ୟା ‘ଫନୀ’ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଓଡିଶାର ଲୋକମାନଙ୍କ ସହାୟତା ଲାଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ‘ଆଦିତ୍ୟ ବିର୍ଲା ଗ୍ରୁପ’ ପକ୍ଷରୁ ୫୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ହିଣ୍ଡଲକୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସତିଶ ପାଲ ଓ ଏସେଲ୍ ମାଇନିଂ…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫ ବର୍ଷର ଦରମା ଦାନ କଲେ ପିନାକୀ ମିଶ୍ର

ପୁରୀ : ବାତ୍ୟା‘ଫନୀ’ରେ କ୍ଷତିଗ୍ରସ୍ତ ଲୋକମାନଙ୍କ ସହାୟତା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ନିଜର ଆଗାମୀ ୫ ବର୍ଷର ସାଂସଦ ଦରମା ଦାନ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି ବରିଷ୍ଠ ବିଜେଡି ନେତା ପିନାକୀ ମିଶ୍ର । ଯିଏକି ଚଳିତ ନିର୍ବାଚନରେ ପୁରୀ ଲୋକସଭା ଆସନରୁ ନିର୍ବାଚିତ…