Latest Odisha News

BREAKING NEWS

‘ଫନି’ ପ୍ରଭାବିତ ଡଙ୍ଗା ମାଲିକଙ୍କୁ ଓଡିଶା ସରକାରଙ୍କ ଆର୍ଥୀକ ସହାୟତା ପ୍ରଦାନ

ପୁରୀ: ଗତ ମେ’ ୩ ତାରିଖରେ ହୋଇଥିବା ବାତ୍ୟା ଫନି ପ୍ରଭାବରେ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ପ୍ରାୟ ୭୮୯ ଟୁରିଷ୍ଟ ବୋର୍ଟ ମାଲିକଙ୍କୁ ୮.୩୩ କୋଟି ଟଙ୍କାର ଆର୍ଥୀକ ସହାୟତା ପ୍ରଦାନ କରିଛନ୍ତି ଓଡିଶା ସରକାର ।

ପୁରୀ ଜିଲ୍ଲା ପ୍ରଶାସନ ଦ୍ୱାରା ରବିବାର ଦିନ ସାତପଡାରେ ‘ଫନି ପ୍ରଭାବିତ ଡଙ୍ଗା ମାଲିକଙ୍କୁ ଆର୍ଥୀକ ସହାୟତା’ ନାମକ ଏକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ଏହି ଅବସରରେ ୯ଟି ଡଙ୍ଗା ସଂଘକୁ ଅର୍ଥ ରାଶି ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.