Latest Odisha News

ଜୁନ୍ ଶେଷ ସୁଦ୍ଧା ଦୈନିକ ୩ ଲକ୍ଷ ଟିକାକରଣ ଟାର୍ଗେଟ: ମନ୍ତ୍ରୀ

ଭୁବନେଶ୍ୱର: କରୋନାର ସମ୍ଭାବ୍ୟ ତୃତୀୟ ପ୍ରବାହର ମୁକାବିଲା ପାଇଁ ଓଡିଶା ସରକାର ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

ଟୀକାକରଣର ମାତ୍ରା ବଢାଇବା ଓ ହସ୍ପିଟାଲରେ ଭିତ୍ତିଭୂମି ଅଧିକ ବଢାଇବା ଦିଗରେ କାର୍ଯ୍ୟ କରାଯାଉଛି ବୋଲି ପ୍ରକାଶ କରିଛନ୍ତି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ। ଏଥିସହିତ ଚଳିତ ମାସ ଶେଷ ସୁଦ୍ଧା ଟୀକାକରଣ ସଂଖ୍ୟା ଦୈନିକ ୨ ଲକ୍ଷରୁ ୩ ଲକ୍ଷକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ସେଣ୍ଟ୍ରାଲାଇଜଡ୍ ଟିକା କ୍ରୟ ପ୍ରକ୍ରିୟା ପରେ ଆମେ ଜୁନ୍ ଶେଷ ସୁଦ୍ଧା ଟୀକାକରଣ ଡୋଜକୁ ୩ ଲକ୍ଷକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ସ୍ଥିର କରିଛୁ।

Leave A Reply

Your email address will not be published.