ଭୁବନେଶ୍ୱର : ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)ର ଏମବିବିଏସ୍ ଓ ବିଡିଏସ୍ ପାଠ୍ୟକ୍ରମ ଲାଗି ଷ୍ଟେଟ୍ ମେରିଟ୍ ଲିଷ୍ଟ୍ ମଙ୍ଗଳବାର ଦିନ ପ୍ରକାଶ ପାଇଛି ।
ମିଳିଥିବା ସୂଚନାନୁଯାୟୀ ୨୦୧୯-୨୦ ଶିକ୍ଷାବର୍ଷ ଲାଗି ପ୍ରାୟ ୩,୬୫୭ ଜଣ ଛାତ୍ରଛାତ୍ରୀଙ୍କୁ ର୍ୟାଙ୍କ ଆବଣ୍ଟିତ କରାଯାଇଛି । ଏହି ଛାତ୍ରଛାତ୍ରୀମାନେ ଚଳିତ ବର୍ଷ ଓଡିଶାର ଅନେକ ମେଡିକାଲ ଓ ଡେଣ୍ଟାଲ୍ କଲେଜରେ ନାମ ଲେଖାଇ ପାରିବେ ।
Comments are closed.