Latest Odisha News
Browsing Tag

MBBS

ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ମୋତେ ବହୁତ ଖୁସି ଦେଇଛି: ଇଫୁ ମଲ୍ଲିକ

ଭୁବନେଶ୍ୱର: ନିଟ୍‌ ପରୀକ୍ଷାରେ କୃତୀତ୍ବ ହାସଲ କରି କୋରାପୁଟ ସହିଦ୍ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜରେ ପାଠ ପଢିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବାଲିଗୁଡାର ଛାତ୍ର ଇଫୁ ମଲ୍ଲିକ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ…

ଡାକ୍ତରୀ ପଢ଼ିବା ପାଇଁ ଇଫୁ ମଲ୍ଲିକଙ୍କୁ ସହାୟତାର ହାତ ବଢ଼ାଇଲେ ସରକାର

ଭୁବନେଶ୍ୱର: ଡାକ୍ତରୀ ପଢ଼ିବା ପାଇଁ ଟଙ୍କା ନାହିଁ । ବିଲରେ ମୂଲ ଲାଗୁଛନ୍ତି ମେଧାବୀ ଛାତ୍ର ଇଫୁ ମଲ୍ଲିକ । ଏ ଖବର ପରେ ସରକାର ଇଫୁ ମଲ୍ଲିକଙ୍କୁ ସହାୟତାର ହାତ ବଢ଼ାଇଛନ୍ତି । ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପକ୍ଷରୁ ୬୨ ହଜାର ୯୫୦ ଟଙ୍କା ସହାୟତା ପ୍ରଥମ ବର୍ଷ…

ମେଡ଼ିକାଲ ଛାତ୍ରଛାତ୍ରୀଙ୍କ ‘ବଣ୍ଡ୍ ପଲିସି’ ପରିବର୍ତ୍ତନ କଲେ ସରକାର, କାହିଁକି ଜାଣନ୍ତୁ

ଭୁବନେଶ୍ୱର: ଓଡିଶା ସରକାର ଚିକିତ୍ସା ବଣ୍ଡ୍ ନୀତିରେ ସାମାନ୍ୟ ପରିବର୍ତ୍ତନ ଆଣିଛନ୍ତି । ରାଜ୍ୟରେ ପିଜି ତଥା ସୁପର ସ୍ପେଶାଲିଷ୍ଟ ପାଠ୍ୟକ୍ରମ ସରିବା ପରେ ବାହାରକୁ ପଳାଇ ଯାଉଥିବା ମେଡିକାଲ ଛାତ୍ରଛାତ୍ରୀଙ୍କୁ ରୋକିବା ଲାଗି ଏଭଳି ସଂଶୋଧନ କରାଯାଇଥିବା ଜଣାପଡିଛି । ଯେଉଁ…

ବଳକା ମେଡ଼ିକାଲ ଓ ବିଡ଼ିଏସ୍ ସିଟ୍ ଲାଗି ଆସନ୍ତାକାଲିଠୁଁ ସ୍ପଟ୍ ଆଡ଼ମିସନ

ଭୁବନେଶ୍ୱର: ଓଡ଼ିଶାରେ ବଳକା ରହିଯାଇଥିବା ମେଡିକାଲ ଓ ବିଡ଼ିଏସ ସିଟ୍ ପାଇଁ ରବିବାର ଠାରୁ ସ୍ପଟ୍ ଆଡ଼ମିସନ ଆରମ୍ଭ ହେବ । ଏନେଇ ଶନିବାର ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ସେଲ ପକ୍ଷରୁ ସୂଚନା ଜାରି କରାଯାଇଛି । ସୂଚନା ଅନୁଯାୟୀ ରାଜ୍ୟର ୮ଟି ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ…

‘ଏମବିବିଏସ୍’ ଓ ‘ବିଡିଏସ’ ଲାଗି ଆରମ୍ଭ ହେଲା ନମଲେଖା ପ୍ରକ୍ରିୟା

ଭୁବନେଶ୍ୱର: ନିଟ (ନାସନାଲ ଏଲିଜୀବିଲିଟି ଏଣ୍ଟ୍ରାନ୍ସ ଟେଷ୍ଟ ) ଦ୍ୱାରା ଯୋଗ୍ୟତା ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କ 'ଏମବିବିଏସ୍' ଓ 'ବିଡିଏସ' ଲାଗି ପ୍ରଥମ ପର୍ଯ୍ୟାୟରେ ନାମ ଲେଖା ଆରମ୍ଭ ହୋଇଛି । ଏନଇଟି (ନାସନାଲ ଏଲିଜୀବିଲିଟି ଏଣ୍ଟ୍ରାନ୍ସ ଟେଷ୍ଟ ) ପାଇଁ ଜୁଲାଇ ୧୦ ଯାଏଁ…

ପ୍ରକାଶ ପାଇଲା ଏମବିବିଏସ୍ ଓ ବିଡିଏସ୍ ମେରିଟ୍ ଲିଷ୍ଟ୍

ଭୁବନେଶ୍ୱର : ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)ର ଏମବିବିଏସ୍ ଓ ବିଡିଏସ୍ ପାଠ୍ୟକ୍ରମ ଲାଗି ଷ୍ଟେଟ୍ ମେରିଟ୍ ଲିଷ୍ଟ୍ ମଙ୍ଗଳବାର ଦିନ ପ୍ରକାଶ ପାଇଛି । ମିଳିଥିବା ସୂଚନାନୁଯାୟୀ ୨୦୧୯-୨୦ ଶିକ୍ଷାବର୍ଷ ଲାଗି ପ୍ରାୟ ୩,୬୫୭ ଜଣ ଛାତ୍ରଛାତ୍ରୀଙ୍କୁ ର‌୍ୟାଙ୍କ ଆବଣ୍ଟିତ…