Latest Odisha News

BREAKING NEWS

ମୟୂରଭଞ୍ଜରେ ୪୯ଟି ଜିଲ୍ଲା ପରିଷଦ ଆସନ ଦଖଲ କଲାଣି ବିଜେଡି

ବାରିପଦା: ମୟୂରଭଞ୍ଜରେ ୪୯ଟି ଜିଲ୍ଲା ପରିଷଦ ଆସନ ଦଖଲ କଲାଣି ବିଜେଡି । ମୟୂରଭଞ୍ଜ ଜିଲ୍ଲାରେ ଗତକାଲି ଦ୍ଵିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନର ଜିଲ୍ଲା ପରିଷଦ ପାଇଁ ଭୋଟଗଣତି ୨୬ଟି ଜୋନକୁ ନେଇ ହୋଇଥିଲା । ଏଥିରେ ବିଜେଡି ସବୁ ୨୪ଟି ଜୋନରେ ଜିତିଥିବା ବେଳେ ବିଜେପି କି କଂଗ୍ରେସ କୌଣସି ଆସନ ଜିତି ନ ଥିବା ଜଣାଯାଇଛି।

କିନ୍ତୁ ଜେଏମ୍‌ଏମ୍‌ ୨ଟି ଆସନରେ ବିଜୟୀ ହୋଇଛି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ, ଗତ ଥର ମୟୂରଭଞ୍ଜ ଜିଲ୍ଲାର ୫୬ଟି ଜିଲ୍ଲା ପରିଷଦ ଆସନ ଭିତରୁ ୪୮ଟିରେ ବିଜେପି  ବିଜୟ ଲାଭ କରିଥିଲା। କିନ୍ତୁ ଏଥର ଫଳ ଓଲଟା ହୋଇଛି ।

 ଜିଲ୍ଲା ପରିଷଦ ଚୂଡ଼ାନ୍ତ ଫଳାଫଳ:

 ମୟୂରଭଞ୍ଜ: ୨୬ଟି ଜୋନ୍‌ର ଫଳାଫଳ
-ବିଜେଡି ୨୪ ଓ ଜେଏମ୍‌ଏମ୍‌ ୨ଟି ଆସନରେ ବିଜୟୀ
-ବିଜେପି ୦ ଓ କଂଗ୍ରେସ ୦

ଜିଲ୍ଲା: ମୟୂରଭଞ୍ଜ
ନିର୍ବାଚନ ମଣ୍ତଳୀ: ବାରିପଦା
ବ୍ଲକ୍‌: ବାରିପଦା
ଜୋନ୍: ୩୦
ବିଜେଡି: ନରେନ୍ଦ୍ର ହାଁସଦା

ନିର୍ବାଚନ ମଣ୍ତଳୀ: କରଞ୍ଜିଆ
ବ୍ଲକ୍‌: ଠାକୁରମୁଣ୍ଡା
ଜୋନ୍: ୧୯
ବିଜେଡି ପ୍ରାର୍ଥୀ:: ପ୍ରହଲ୍ଲାଦ ମଢ଼େଇ-୧୬୨୦୪

ନିର୍ବାଚନ ମଣ୍ତଳୀ: ରାଇରଙ୍ଗପୁର
ବ୍ଲକ୍‌: ରାଇରଙ୍ଗପୁର
ଜୋନ୍: ୪୬
ବିଜେଡି ପ୍ରାର୍ଥୀ: ଲିପିକା ମଣ୍ଡଳ-୭୧୭୭-ବିଜୟୀ

ନିର୍ବାଚନ ମଣ୍ତଳୀ: ଉଦଳା
ବ୍ଲକ୍‌: ଉଦଳା
ଜୋନ୍: ୨
ବିଜେଡି ପ୍ରାର୍ଥୀ: ଲଳିତା ବିଶୋଇ-୧୧୪୪୫

ନିର୍ବାଚନ ମଣ୍ତଳୀ: ସାରସକଣା
ବ୍ଲକ୍‌: ବିଜାତଳା
ଜୋନ୍: ୩୨
ଜେଏମ୍‌ଏମ୍‌/ପ୍ରାର୍ଥୀ: ମୀନା ସୋରେନ-୪୩୬୯

ନିର୍ବାଚନ ମଣ୍ତଳୀ: ବାରିପଦା
ବ୍ଲକ୍‌: ଖୁଣ୍ଟା
ଜୋନ୍: ୧୩
ବିଜେଡି ପ୍ରାର୍ଥୀ:: ସୁନିତୀ ମାରାଣ୍ଡି-୧୦୧୦୧

ନିର୍ବାଚନ ମଣ୍ତଳୀ: ରାଇରଙ୍ଗପୁର
ବ୍ଲକ୍‌: କୁସୁମୀ
ଜୋନ୍: ୧୧
ବିଜେଡି ପ୍ରାର୍ଥୀ: ରାମଚନ୍ଦ୍ର ମୁର୍ମୁ-୧୧୦୬୪-ବିଜୟୀ

ନିର୍ବାଚନ ମଣ୍ତଳୀ: କରଞ୍ଜିଆ
ବ୍ଲକ୍‌: କରଞ୍ଜିଆ
ଜୋନ୍: ୭
ବିଜେଡି ପ୍ରାର୍ଥୀ:: ଜ୍ୟୋତ୍ସ୍ନାରାଣୀ ନାଏକ-୧୨୧୪୫

ନିର୍ବାଚନ ମଣ୍ତଳୀ: ଉଦଳା
ବ୍ଲକ୍‌: କପ୍ତିପଦା
ଜୋନ୍: ୪
ବିଜେଡି ପ୍ରାର୍ଥୀ:: ମାକୁ ସିଂ-୧୭୭୦୩

ନିର୍ବାଚନ ମଣ୍ତଳୀ: ଉଦଳା
ବ୍ଲକ୍‌: ଜିବି ନଗର
ଜୋନ୍: ୧୫
ବିଜେଡି ପ୍ରାର୍ଥୀ:: ଉର୍ମିଳା ସେଠୀ-୧୩୦୪୯

ନିର୍ବାଚନ ମଣ୍ତଳୀ: ମୋରଡ଼ା
ବ୍ଲକ୍‌: ମୋରଡ଼ା
ଜୋନ୍: ୩୯
ବିଜେଡି ପ୍ରାର୍ଥୀ:: ଝରଣା ମୁର୍ମୁ-୮୪୪୪

ନିର୍ବାଚନ ମଣ୍ତଳୀ: ବଡ଼ସାହି
ବ୍ଲକ୍‌: ବଡ଼ସାହି
ଜୋନ୍: ୨୩
ବିଜେଡି ପ୍ରାର୍ଥୀ: ସୁବାସିନୀ ନାଏକ-୧୪୩୧୦

ନିର୍ବାଚନ ମଣ୍ତଳୀ: ମୋରଡ଼ା
ବ୍ଲକ୍‌: ରାସଗୋବିନ୍ଦପୁର
ଜୋନ୍: ୪୮
ବିଜେଡି ପ୍ରାର୍ଥୀ:: ଶ୍ୟାମସୁନ୍ଦର ଡାକୁଆ

ନିର୍ବାଚନ ମଣ୍ତଳୀ: ‌ମୋରଡ଼ା
ବ୍ଲକ୍‌: ଶୁଳିଆପଦା
ଜୋନ୍: ୫୪
ବିଜେଡି ପ୍ରାର୍ଥୀ:: ନଗେନ କିସ୍କୁ-୧୦୬୧୧

ନିର୍ବାଚନ ମଣ୍ତଳୀ: ସାରସକଣା
ବ୍ଲକ୍‌: ସାରସକଣା
ଜୋନ୍: ୫୬
ବିଜେଡି ପ୍ରାର୍ଥୀ:: ମିତାରାଣୀ ନାୟକ-୧୧୨୨୨

ନିର୍ବାଚନ ମଣ୍ତଳୀ: ସାରସକଣା
ବ୍ଲକ୍‌: ବିଶୋଇ
ଜୋନ୍: ୩୪
ଜେଏମ୍‌ଏମ୍‌/ପ୍ରାର୍ଥୀ: ବିନ୍ଦୁସ୍ମିତା ଦେଓ-୮୧୨୩

ନିର୍ବାଚନ ମଣ୍ତଳୀ: ବାଙ୍ଗିରିପୋଷି
ବ୍ଲକ୍‌: ଶ୍ୟାମାଖୁଣ୍ଟା
ଜୋନ୍: ୫୦
ବିଜେଡି ପ୍ରାର୍ଥୀ:: ଭାରତୀ ହାଁସଦା-୧୧୮୦୧

ନିର୍ବାଚନ ମଣ୍ତଳୀ: ସାରସକଣା
ବ୍ଲକ୍‌: ବିଜାତଳା
ଜୋନ୍: ୩୨
ଜେଏମ୍‌ଏମ୍‌/ପ୍ରାର୍ଥୀ: ମୀନା ସୋରେନ-୬୭୯୮

ନିର୍ବାଚନ ମଣ୍ତଳୀ: ରାଇରଙ୍ଗପୁର
ବ୍ଲକ୍‌: ଜାମଦା
ଜୋନ୍: ୧୭
ବିଜେଡି ପ୍ରାର୍ଥୀ:: ପୂର୍ଣ୍ଣଚନ୍ଦ୍ର ମାରାଣ୍ଡି-୭୯୨୮

ନିର୍ବାଚନ ମଣ୍ତଳୀ: ରାଇରଙ୍ଗପୁର
ବ୍ଲକ୍‌: ଜାମଦା
ଜୋନ୍: ୧୭
ବିଜେଡି ପ୍ରାର୍ଥୀ:: ପୂର୍ଣ୍ଣଚନ୍ଦ୍ର ମାରାଣ୍ଡି-୭୯୧୮

ନିର୍ବାଚନ ମଣ୍ତଳୀ: ରାଇରଙ୍ଗପୁର
ବ୍ଲକ୍‌: ତିରିଂ
ଜୋନ୍: ୨୧
ବିଜେଡି ପ୍ରାର୍ଥୀ:: ଜନତା ବସା-୬୩୯୮

ନିର୍ବାଚନ ମଣ୍ତଳୀ: ଯଶିପୁର
ବ୍ଲକ୍‌: ରରୁଆଁ
ଜୋନ୍: ୪୪
ବିଜେଡି ପ୍ରାର୍ଥୀ:: ମୀନତି ତିରିଆ-୮୩୯୭

ନିର୍ବାଚନ ମଣ୍ତଳୀ: ଯଶିପୁର
ବ୍ଲକ୍‌: ଶୁକୃଳି
ଜୋନ୍: ୫୨
ବିଜେଡି ପ୍ରାର୍ଥୀ:: ବିକାଶ ସି

ନିର୍ବାଚନ ମଣ୍ତଳୀ: ବାଙ୍ଗିରିପୋଷି
ବ୍ଲକ୍‌: ବାଙ୍ଗିରିପୋଷି
ଜୋନ୍: ୨୮
ବିଜେଡି ପ୍ରାର୍ଥୀ:: ରାମଚନ୍ଦ୍ର ମୁର୍ମୁ-୧୪୬୬୪

ନିର୍ବାଚନ ମଣ୍ତଳୀ: ବଡ଼ସାହି
ବ୍ଲକ୍‌: ବେତନଟୀ
ଜୋନ୍: ୩୬
ବିଜେଡି ପ୍ରାର୍ଥୀ:: ସବିତା ଦାସ-୧୧୮୫୮

ନିର୍ବାଚନ ମଣ୍ତଳୀ: ବାଙ୍ଗିରିପୋଷି
ବ୍ଲକ୍‌: କୁଳିଅଣା
ଜୋନ୍: ୯
ବିଜେଡି ପ୍ରାର୍ଥୀ:: ଆନନ୍ଦ ଚନ୍ଦ୍ର ଟୁଡୁ

ମୟୂରଭଞ୍ଜ ଜିଲ୍ଲାର ୫୨ଟି ଜିଲ୍ଲା ପରିଷଦ ଆସନରୁ ୪୯ରେ ବିଜେଡି ଏଯାଏ ବିଜୟୀ ହୋଇଛି।

Comments are closed, but trackbacks and pingbacks are open.