ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଚାଲିଛି ଗଣତି ପ୍ରକ୍ରିୟା । ଗତକାଲି ୨୬ଟି ଜିଲ୍ଲା ପରିଷଦ ପାଇଁ ଗଣତି ସରିଥିବା ବେଳେ ଆଜି ଆଉ ୨୬ଟି ଆସନ ପାଇଁ ଚାଲିଛି ଗଣତି ପ୍ରକ୍ରିୟା । ତେବେ ମୟୂରଭଞ୍ଜ ଜିଲ୍ଲାରେ ବିଜୟ ଆଡକୁ ମାଡି ଚାଲିଛି ବିଜେଡି । ମୟୂରଭଞ୍ଜ ଜିଲ୍ଲାର ୨୬ ଜିଲ୍ଲା ପରିଷଦ ଆସନରୁ ୨୫ଟିରେ ବିଜେଡି ବିଜୟ ଲାଭ କରିଥିବା ବେଳେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଗୋଟିଏ ଆସନରେ ବିଜୟୀ ହୋଇଛି ।
ପ୍ରଥମ ପର୍ଯାୟ ଭୋଟ ଗଣତିର ଶେଷ ଶୁଦ୍ଧା ମୟୁରଭଞ୍ଜ ଜିଲ୍ଲାରେ ଖାତା ଖୋଲିପାରିନି ବିଜେପି ।
ମୟୂରଭଞ୍ଜ ଜିଲ୍ଲାର ପ୍ରଥମ ଦିନର ଜିଲ୍ଲା ପରିଷଦ ଭୋଟ ଗଣତିର ଫଳାଫଳ:
୧. ଉଦଳା -୧- (ବିଜେଡି ) ସୁଶାନ୍ତି ସିଂ
ବିଜେଡି:-୭୪୧୨
ବିଜେପି:-୪୯୯୪
JMM:–୬୯୩୨
ଲିଡ଼:-୪୮୦
୨. କପ୍ତିପଦା – ୩ (ବିଜେଡି) ସୀରୁ ସୋରେନ
ବିଜେଡି:-୧୬୭୮୧
ବିଜେପି:-୧୦୧୫୫
JMM::-
ଲିଡ଼:-୬୬୨୬
୩. କରଞ୍ଜିଆ – ୬ (ବିଜେଡି) ବୀଣାପାଣି ନାଏକ
ବିଜେଡି:-୧୬୦୧୪
ବିଜେପି:-୧୦୫୦୩
JMM:-
ଲିଡ଼:-୫୫୧୧
୪. କୁଳିଅଣା – ୮ (ବିଜେଡି) ଦୂର୍ଗା ମାର୍ଣ୍ଡି
ବିଜେଡି:-୧୩୬୧୮
ବିଜେପି:-୧୦୮୩୪
JMM:-୪୦୯୦
ଲିଡ଼:-୨୭୮୪
୫. କୁସୁମୀ – ୧୦ (ବିଜେଡି) ପୁତୁଲ ହାଇବୁରୁ
ବିଜେଡି:-୧୦୯୬୫
ବିଜେପି:-୬୬୨୦
JMM:-୪୦୫୮
ଲିଡ଼:-୪୩୪୫
୬. ଖୁଣ୍ଟା – ୧୨ (ବିଜେଡି) ହୃଦାନନ୍ଦ ମୁର୍ମୁ
ବିଜେଡି:-୧୧୪୩୮
ବିଜେପି:-୫୬୪୬
JMM:-୪୮୫୮
ଲିଡ଼:-୫୭୯୨
୭. ଗୋପବନ୍ଧୁନଗର – ୧୪ (ବିଜେଡି) ଉର୍ମିଳା ଲେଙ୍କା
ବିଜେଡି:-୧୨୯୧୧
ବିଜେପି:-୬୮୨୬
JMM:-
ଲିଡ଼:-୬୦୪୭
୮. ଜାମଦା – ୧୬ (ବିଜେଡି) ବାବୁଲୁ ଟୁଡୁ
ବିଜେଡି:-୮୬୪୫
ବିଜେପି:-୫୨୭୫
JMM:-
ଲିଡ଼:-୩୩୭୦
୯. ଠାକୁରମୁଣ୍ଡା – ୧୮ (ବିଜେଡି) ପୂର୍ଣ୍ଣିମା ବାଗ ସିଂ
ବିଜେଡି:-୧୨୫୯୯
ବିଜେପି:-୧୧୮୩୮
JMM:-
ଲିଡ଼:-୭୬୧
୧୦. ତିରିଂ – ୨୦ (ବିଜେଡି) ପରେଶ ଚନ୍ଦ୍ର ମୁଣ୍ଡା
ବିଜେଡି:-୯୭୬୪
ବିଜେପି:-୨୮୯୫
JMM:-
ଲିଡ଼:-୬୮୬୯
୧୧. ବଡସାହି – ୨୨ (ବିଜେଡି) ଦଶରଥ ସିଂ
ବିଜେଡି:-୧୭୬୭୦
ବିଜେପି:-୮୫୯୩
JMM:-
ଲିଡ଼:-୯୦୭୭
୧୨. ବହଳଦା – ୨୫ (ବିଜେଡି) ଭଗବତୀ ମିଶ୍ର
ବିଜେଡି:-୮୨୩୧
ବିଜେପି:-୭୦୨୩
JMM:-
ଲିଡ଼:-୧୨୦୮
୧୩. ବାଙ୍ଗିରିପୋଷି – ୨୭ (ବିଜେଡି) ପାର୍ବତୀ ସିଂ
ବିଜେଡି:-୧୩୩୯୩
ବିଜେପି:-୮୨୩୮
JMM:-
ଲିଡ଼:-୫୧୫୫
୧୪. ବାରିପଦା- ୨୯ (ବିଜେଡି) ସତ୍ୟଭାମା ମହାନ୍ତ
ବିଜେଡି:-୧୧୫୮୪
ବିଜେପି:-୬୮୦୯
JMM:-
ଲିଡ଼:-୪୭୭୫
୧୫. ବିଜାତଳା – ୩୧ (ବିଜେଡି) ପାର୍ବତୀ ଟୁଡୁ
ବିଜେଡି:-୭୨୫୨
ବିଜେପି:-
JMM:–୫୯୫୮
ଲିଡ଼:-୧୨୯୪
୧୬. ବିଶୋଇ – ୩୩ (ଜେଏମ୍ଏମ୍) ଶୀତଲ କିସ୍କୁ
ବିଜେଡି:-୫୭୪୬
ବିଜେପି:-୪୫୮୮
Jmm:-୫୭୬୮
ଲିଡ଼:-୨୨
୧୭. ବେତନଟୀ – ୩୫ (ବିଜେଡି) ବିଶ୍ବନାଥ ହେମ୍ବ୍ରମ
ବିଜେଡି:-୧୫୧୮୭
ବିଜେପି:-୮୫୦୮
JMM:-
ଲିଡ଼:-୬୬୭୯
୧୮. ମୋରଡା – ୩୮ (ବିଜେଡି) ଅଭିରାମ ଭୋଇ
ବିଜେଡି:-୯୬୫୫
ବିଜେପି:-୬୪୦୦
JMM:-
ଲିଡ଼:-୩୨୫୫
୧୯. ଯଶିପୁର – ୪୧ (ବିଜେଡି) ମିନତି ନାଏକ
ବିଜେଡି:-୧୫୦୧୧
ବିଜେପି:-୯୩୦୦
JMM:-
ଲିଡ଼:-୫୭୧୧
୨୦. ରରୁଆଁ – ୪୩ (ବିଜେଡି) ବଦନୀ ମୁଦି
ବିଜେଡି:-୯୪୯୪
ବିଜେପି:-୫୬୩୫
JMM:-
ଲିଡ଼:-୮୫୯
୨୧. ରାଇରଙ୍ଗପୁର – ୪୫ (ବିଜେଡି) ଶଚିଦାନନ୍ଦ ମହାନ୍ତ
ବିଜେଡି:-୭୬୬୧
ବିଜେପି:-୪୫୮୮
JMM:-
ଲିଡ଼:-୨୮୬୫
୨୨. ରାସଗୋବିନ୍ଦପୁର – ୪୭ (ବିଜେଡି) ଦଶରଥ ରାମ
ବିଜେଡି:-୧୨୧୮୭
ବିଜେପି:-୬୮୮୪
JMM:-
ଲିଡ଼:-୫୩୦୩
୨୩. ଶ୍ୟାମାଖୁଣ୍ଟା – ୪୯ (ବିଜେଡି) ମଧୁସୂଦନ ସିଂ
ବିଜେଡି:-୯୬୧୦
ବିଜେପି:-୬୮୦୪
JMM:-
ଲିଡ଼:-୨୮୦୬
୨୪. ଶୁକ୍ରୁଳି – ୫୧ (ବିଜେଡି) ପରମେଶ୍ବର ନାଏକ
ବିଜେଡି:-୯୫୦୧
ବିଜେପି:-୬୪୩୪
JMM:-
ଲିଡ଼:-୩୦୬୬
୨୫. ଶୁଳିଆପଦା – ୫୩ (ବିଜେଡି) ମୀରାଲତା ସିଂ
ବିଜେଡି:-୧୩୭୨୬
ବିଜେପି:-୧୦୭୯୦
JMM:-
ଲିଡ଼:-୨୯୩୬
୨୬. ସାରସକଣା- ୫୫ (ବିଜେଡି) ମାନୀ ମାହାଲି
ବିଜେଡି:-୧୧୪୫୫
ବିଜେପି:-୮୬୯୬
JMM:-୬୩୬୪
ଲିଡ଼:-୨୭୫୯
Comments are closed.