Latest Odisha News

ପଞ୍ଚାୟତ ନିର୍ବାଚନ: ଅଧ୍ୟାଦେଶ ସମ୍ପର୍କିତ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ। ଅଧ୍ୟାଦେଶ ସମ୍ପର୍କିତ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ କଲା ଆଇନ୍ ବିଭାଗ। ଏହାଦ୍ୱାରା ଓଡ଼ିଶ।। ପଞ୍ଚାୟତ ଆଇନର ସଂଶୋଧନ କରାଯିବ। ଏଣିକ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ସତ୍ୟପାଠ ଜରିଆରେ ତଥ୍ୟ ଦେବେ। ଅପରାଧିକ ମାମଲା , ସମ୍ପତ୍ତି, ଶିକ୍ଷାଗତ ଯୋଗ୍ୟତାର ତଥ୍ୟ ବାଧ୍ୟତାମୂଳକ ରହିଛି।

BjdElectrycity

ନାମାଙ୍କନ ପତ୍ର ଦାଖଲ ବେଳେ ପ୍ରାର୍ଥୀ ମାନେ ଏହି ତଥ୍ୟ ଦାଖଲ କରିବେ। ପ୍ରାର୍ଥୀ ଭୁଲ ତଥ୍ୟ ଦେଇଥିଲେ ୬ମାସ ପର୍ଯ୍ୟନ୍ତ ଜେଲ୍ ଓ ଜରିମାନା । ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟଙ୍କ ପାଇଁ ନିୟମ ଲାଗୁ ହେବ।

Leave A Reply

Your email address will not be published.