Latest Odisha News

BREAKING NEWS

Browsing Tag

Panchayat Election

ଗତ ପଞ୍ଚାୟତ ନିର୍ବାଚନରେ ଜିତିଛନ୍ତି ୯୫ ଜଣ କୋଟିପତି

ଭୁବନେଶ୍ୱର: ଗତ ପଞ୍ଚାୟତ ନିର୍ବାଚନରେ ଜିତିଥିବା ୭୨୬ ଜଣ ଜିଲ୍ଲା ପରିଷଦ ସଭ୍ୟଙ୍କ ମଧ୍ୟରୁ ୯୫ ଜଣ ହେଉଛନ୍ତି କୋଟିପତି । ନିର୍ବାଚିତ ପ୍ରତିନିଧି ମାନଙ୍କ ମଧ୍ୟରେ ୯୫ ଜଣ ସଦସ୍ୟ ଅଛନ୍ତି, ଯେଉଁମାନଙ୍କ ନିକଟରେ ୧ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ରହିଛି । ଏହି ପ୍ରାର୍ଥୀମାନେ ନିର୍ବାଚନ…

ମେ ୨୭ରେ ହେବ ସ୍ଥଗିତ ପଞ୍ଚାୟତ ନିର୍ବାଚନ; ୩୧ରେ ଆସିବ ଫଳାଫଳ

ଭୁବନେଶ୍ୱର: ଗତ ପଞ୍ଚାୟତ ନିର୍ବାଚନରେ ତାରିଖ ଘୁଞ୍ଚିଥିବା ସ୍ଥାନ ଗୁଡ଼ିକରେ ପୁନଃ ନିର୍ବାଚନ ହେବ । ଏଥିପାଇଁ ରାଜ୍ୟ ନିର୍ବାଚନ କମିଶନ ଗୁରୁବାର ତାରିଖ ଘୋଷଣା କରିଛନ୍ତି । ପ୍ରାର୍ଥୀଙ୍କ ମୃତ୍ୟୁ ପାଇଁ ଯେଉଁ ସ୍ଥାନରେ ନିର୍ବାଚନ ତାରିଖ ଘୁଞ୍ଚିଥିଲା, ସେହି ସ୍ଥାନ ଗୁଡ଼ିକରେ ମେ ୨୭ ରେ…

ନୂଆପଡ଼ାରେ ପଞ୍ଚାୟତ ନିର୍ବାଚନ ଫଳାଫଳ ପ୍ରଥମ ଦିନରେ ଆଗରେ ବିଜେଡି

ନୂଆପଡ଼ା : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପୁଣି ବାଜିମାତ୍ କରିବାକୁ ଯାଉଛି ବିଜେଡି । ରେକର୍ଡ ସଂଖ୍ୟକ ଜିଲ୍ଲା ପରିଷଦ ଆସନରେ ଶାସକ ବିଜୁ ଜନତା ଦଳ ବିଜୟୀ ହେବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟ ଗଣତିରେ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଯଥେଷ୍ଟ…

କାଲି ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ, ପ୍ରଶାସନର କଡ଼ା ନଜର

ଭୁବନେଶ୍ବର : ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ରାଜ୍ୟ ରାଜନୀତି । ପାଞ୍ଚଟି ପର୍ଯ୍ୟାୟ ତିନିଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଆଉ ଆସନ୍ତାକାଲି ଅନୁଷ୍ଠିତ ହେବ ଚତୁର୍ଥ ପର୍ଯ୍ୟାୟ ମତଦାନ । ଚତୁର୍ଥ ପର୍ଯ୍ୟାୟରେ ୨୭ ଜିଲ୍ଲାର ୬୪ ବ୍ଲକର ୧୬୩ ଜିଲ୍ଲା ପରିଷଦ ଆସନରେ ପଡ଼ିବ ଭୋଟ ।…

ଶାନ୍ତିଶୃଙ୍ଖଳାର ସହ ସରିଲା ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ, ଚତୁର୍ଥକୁ ଅପେକ୍ଷା

ଭୁବନେଶ୍ବର : ରାଜ୍ୟରେ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ସଂଧ୍ୟା ୫ଟା ସୁଦ୍ଧା ମୋଟ ୭୧ ପ୍ରତିଶତ ମତଦାନ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ । ତୃତୀୟ ପର୍ଯ୍ୟାୟରେ ରାଜ୍ୟରେ ମୋଟ ୨୯ଟି ଜିଲ୍ଲାର ୬୩ଟି ବ୍ଳକର ୧ ହଜାର ୩୮୨ ଟି…

ଯାଜପୁର ବିଞ୍ଝାରପୁରରେ ଭୋଟ୍ ବାକ୍ସ ଉଠାଇ ନେଲେ ଦୁର୍ବୃତ୍ତ

ଯାଜପୁର: ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ବେଳେ ଯାଜପୁର ଜିଲ୍ଲାରେ ପୁଣି ବିଶୃଙ୍ଖଳା । ବିଭିନ୍ନ ସ୍ଥାନରେ ଦେଖାଦେଇଛି ଉତ୍ତେଜନାମୂଳକ ପରିସ୍ଥିତି । ବିଞ୍ଝାରପୁର ବ୍ଲକ୍‌ର ବାଛଳ ପଞ୍ଚାୟତର ୪ ଓ ୬ ନମ୍ବର ବୁଥ୍‌ରୁ ଦୁର୍ବୃତ୍ତ ଭୋଟ୍‌ ବାକ୍ସ ଉଠାଇ ନେଇଥିବା ଅଭିଯୋଗ ହୋଇଛି । ୪ ଜଣ…

ଯାଜପୁରରେ ଭୋଟ୍ ବେଳେ କୋରେଇ ବିଡିଓଙ୍କୁ ଆକ୍ରମଣ, ୪ଟି ବୁଥରେ ମତଦାନ ବନ୍ଦ

ଯାଜପୁର: ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ବେଳେ ଯାଜପୁରରେ ପୁଣି ଉତ୍ତେଜନା । ଗୋଳେଇପୁର ପଞ୍ଚାୟତ ସୋତି ଗାଁରେ ବୁଥ୍ ସାମ୍ନାରେ କୋରେଇ ବିଡ଼ିଓ ରଞ୍ଜନ ପରିଡ଼ାଙ୍କୁ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣା ପରେ ସେଠାରେ ଉତ୍ତେଜନା ଦେଖାଦେଇଛି । କୋରେଇ ବ୍ଲକରେ…

ପଞ୍ଚାୟତ ନିର୍ବାଚନ ପୂର୍ବରୁ ଚୂଡାନ୍ତ ପ୍ରସ୍ତୁତି, ସମ୍ବେଦନଶୀଳ ବୁଥ୍ ଉପରେ କଡ଼ା ନଜର

ଭୁବନେଶ୍ବର : ପାଖଉଛି ପଞ୍ଚାୟତ ନିର୍ବାଚନ ତାରିଖ । ଦିନ ଯେତିକି କମି କମି ଆସୁଛି ସେତିକି ସରଗରମ ହେଉଛି ମାହୋଲ । ଏହାରି ଭିତରେ ପଞ୍ଚାୟତ ନିର୍ବାଚନକୁ ନେଇ ଚୂଡାନ୍ତ ପ୍ରସ୍ତୁତି କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର । ସବିଶେଷ ସୂଚନା ଅନୁସାରେ, ପଞ୍ଚାୟତ ନିର୍ବାଚନର ୩୬ ଘଣ୍ଟା ପୂର୍ବରୁ…

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ୨୦ ଜଣିଆ ତାରକା ପ୍ରଚାରକ ତାଲିକା ଘୋଷଣା କଲା କଂଗ୍ରେସ

ଭୁବନେଶ୍ବର : ପଞ୍ଚାୟତ ନିର୍ବାଚନ ପାଇଁ ଷ୍ଟାର କ୍ୟାମ୍ପେନର ତାଲିକା ଘୋଷଣା କରିଛି କଂଗ୍ରେସ । ପିସିସି ପକ୍ଷରୁ ଏକ ୨୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରାଯାଇଛି । ଏହି ତାଲିକାରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ତଥା ସାଂସଦ ଡ. ଏ ଚେଲ୍ଲା କୁମାରଙ୍କ ସହିତ ପିସିସି ସଭାପତି ନିରଞ୍ଜନ…

ପଞ୍ଚାୟତ ନିର୍ବାଚନ ପାଇଁ କେନ୍ଦ୍ରାପଡ଼ାରେ ଜମୁଛି ପ୍ରଚାର

କେନ୍ଦ୍ରାପଡ଼ା : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ହେଲାଣି ଗାଁ ରାଜନୀତି । ଏବେ ଗ୍ରାଉଣ୍ଡରେ ଜୋରସୋରରେ ଚାଲିଲାଣି ପ୍ରଚାର । କିପରି ଅଧିକରୁ ଅଧିକ ଭୋଟ ମିଳିବ, ସେନେଇ ଭୋଟରକୁ ମନାଇବାରେ ଲାଗି ପଡିଛନ୍ତି ପ୍ରାର୍ଥୀ । ସାରା ରାଜ୍ୟରେ ପଞ୍ଚାୟତ ପଲିଟିକ୍ସକୁ ନେଇ ଉଠୁଛି…