ନୂଆପଡା : ନୂଆପଡା ଜିଲ୍ଲାର ସମସ୍ତ ବ୍ଳକରେ ଭୋଟ ଗଣତି ପ୍ରକ୍ରିୟା ଚାଲିଥିବା ବେଳେ ପ୍ରଥମ ରାଉଣ୍ଡ ଫଳାଫଳ ରେ ପାଞ୍ଚଟି ବ୍ଲକ ରେ ବିଜେଡି ଆଗୁଆ ଥିବା ସୂଚନା ।ନୂଆପଡା- ଜୋନ ନଂ ୭ ,କୋମନା- ଜୋନ ନଂ ୧,ଖଡ଼ିଆଳ- ଜୋନ ନଂ ୪,ସିନାପାଲି- ଜୋନ ନଂ ୧୨,ବୋଡେ଼ନ- ଜୋନ ନଂ ୧୦ ବିଜେଡି ଆଗରେ ଥିବା ସୂଚନା ମିଳିଛି । ତେବେ ନିର୍ବାଚନୀ ଫଳାଫଳ କଣ ହେବ ରେଜେଲ୍ଟ ବାହାରିବା ପରେ ହିଁ ଜଣାପଡିବ ।ସୂଚନା ଅନୁସାରେ ୩୧୫ ଟି ଜିଲ୍ଲା ପରିଷଦ ଜୋନରେ ଆଜି କାଉଟିଂ ଆରମ୍ଭ ହୋଇଥିବା ବେଳେ ଦିନ ୧୧ ଟା ସୁଦ୍ଧା ୨୪୬ ଟି ଜିଲ୍ଲା ପରିଷଦ ଜୋନ ର ପ୍ରାରମ୍ଭିକ ରିପୋର୍ଟ ନିର୍ବାଚନ କମିଶନଙ୍କ ହସ୍ତଗତ ହୋଇଛି।
BREAKING NEWS
- Trump says Iran has 48 hours:”ସମୟ ସୀମା ଶେଷ ହେବାକୁ ଯାଉଛି, ୪୮ ଘଣ୍ଟା ପରେ ବିନାଶ ଆରମ୍ଭ ହେବ…”, ଟ୍ରମ୍ପଙ୍କ ଇରାନକୁ ଧମକ
- Panchayat election: ପ୍ରତି ଜିଲ୍ଲା ବୁଲିବେ ବିଜେଡି ସୁପ୍ରିମୋ ନବୀନ…କାମ ଆରମ୍ଭ କରିଦେଲେଣି ନେତା
- ୧୭ରୁ ୪୫ ବର୍ଷ ପୁରୁଷଙ୍କୁ ଜର୍ମାନୀ ବାହାରକୁ ଯିବା ମନା !
- ‘ପୂର୍ବତଟ ରେଳପଥକୁ ଦୂର୍ବଳ କରିବା ପାଇଁ କେନ୍ଦ୍ର ସରକାରଙ୍କ ଓଡ଼ିଶା ବିରୋଧୀ ନୀତିକୁ ବରଦାସ୍ତ କରାଯିବ ନାହିଁ’
- ୨୦୨୮ରେ ଆୟୋଜନ କରିବା ପାଇଁ ଓଡିଶା ପ୍ରସ୍ତୁତ, କାଉଣ୍ଟଡାଉନ୍ ଆରମ୍ଭ
- ବିଶ୍ୱବିଦ୍ୟାଳୟରେ ୧୪ ଶହ ପଦବୀ ପୂରଣ ହେବ, କୁଳପତି ନିଯୁକ୍ତି ଚୂଡାନ୍ତ ପର୍ଯ୍ୟାୟରେ… :ଉଚ୍ଚ ଶିକ୍ଷା ମନ୍ତ୍ରୀ
- କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ
- ବଂଶଧାରା ନଦୀ ଜଳ ବଣ୍ଟନ ମାମଲାରେ ନୂଆ ମୋଡ; ନେରେଡି ବ୍ୟାରେଜ୍ ନିର୍ମାଣ ପାଇଁ ଆନ୍ଧ୍ରକୁ ଅନୁମତି
- LPG Black Marketing: ଯୋଗାଣ ବିଭାଗର ଚଢାଉ;ଗ୍ୟାସ ରିପାୟରିଂ ଦୋକାନରୁ ୨୭ ସିଲିଣ୍ଡର ଜବତ
- ରିଜଭିଙ୍କ ବିସ୍ଫୋରକ ବ୍ୟାଟିଂ: ମୁମ୍ବାଇକୁ ହରାଇଲା ଦିଲ୍ଲୀ
Comments are closed.