ଭୁବନେଶ୍ୱର: ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଅଛି । ରୁଟିନ ଚେକଅପ୍ ପାଇଁ ସେ ଗୁରୁଗ୍ରାମର ମେଦାନ୍ତରେ ଭର୍ତ୍ତି ହୋଇଛନ୍ତି । ଏନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି ସାଂସଦ ସପ୍ତଗିରି ଉଳାକା । ଏହାସହ ନିରଞ୍ଜନଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ ମଧ୍ୟ ବାପାଙ୍କ ସୁସ୍ଥ ଥିବା ନେଇ ସୂଚନା ଦେଇଛନ୍ତି । ହୃଦଜନିତ ରୋଗରେ ପୀଡ଼ିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ନିରଞ୍ଜନ ପଟ୍ଟନାୟକ ।
BREAKING NEWS
- ବର୍ତ୍ତମାନ ଭାରତରେ କେତେ ରହିଛନ୍ତି ଡାକ୍ତର ? ତାଜବୁ ହେଲା WHO
- ଏଫଏମ ଛାତ୍ରୀ ମୃତ୍ୟୁ ମାମଲା: ତରବରିଆ ଭାବେ ପ୍ରସ୍ତୁତ ହୋଇଥିଲା ଆଇସିସି ରିପୋର୍ଟ
- ନାବାଳିକାକୁ ନିଆଁ ଲଗାଇଦେବା ଘଟଣା, ଦୋଷୀଙ୍କୁ ତୁରନ୍ତ ଗିରଫ ନିର୍ଦ୍ଦେଶ ଦେଲେ ଉପମୁଖ୍ୟମନ୍ତ୍ରୀ
- ଫେରୁଛି ଓଡିଆ ସିନେମାର ଗୌରବ: ରାଷ୍ଟ୍ରପତି ଭବନରେ ପ୍ରସାରିତ ହେଲା ‘ଶ୍ରୀ ଜଗନ୍ନାଥଙ୍କ ନବକଳେବର’
- ବେହାଲ କରିଛି ବ୍ରାହ୍ମଣୀ: ଘରେ ପଶିଛି ବନ୍ୟାପାଣି, ନିଦ ହଜେଇଛନ୍ତି କୁମ୍ଭୀର ପଲ…
- ପୁରୀରେ ନାବାଳିକାଙ୍କୁ ଜାଳିଦେଲେ ଦୁର୍ବୃତ୍ତ
- ପୁଣି ଥରେ ବ୍ରିକ୍ସକୁ ଧମକାଇଲେ ଟ୍ରମ୍ପ, ‘ଶ୍ରୀଘ୍ର ଶେଷ ହୋଇଯିବ, ଲାଗିବ ୧୦% ଶୁଳ୍କ’….
- ମଝି ଆକାଶରେ ହଠାତ୍ ଅଚଳ ହେଲା ଏସି, ମହିଳା ଅଚେତ୍
- ସିରିଆ-ଇସ୍ରାଏଲ ଯୁଦ୍ଧରେ ପଡିଲା ବିରାମ, ଘୋଷଣା କଲା ଆମେରିକା
- ଗରିବ ରଥ ଏକ୍ସପ୍ରେସ ଇଞ୍ଜିନରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତିଲେ ଯାତ୍ରୀ…
Comments are closed.