ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୮ ତାରିଖରୁ ଯୁକ୍ତ ୩ ଅନଲାଇନ୍ ଆଡମିଶନ ଆରମ୍ଭ ହେବାକୁ ଯାଉଛି ।
ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ସାମସ ଅଧିନରେ ପରିଚାଳିତ ୨୦୨୦-୨୧ ଶିକ୍ଷା ବର୍ଷରେ ରାଜ୍ୟର ସମସ୍ତ ଡିଗ୍ରୀ ଓ ସ୍ୱଂୟଶାସିତ କଲେଜ ଗୁଡିକରେ ଯୁକ୍ତ ୩ ପାଠ୍ୟକ୍ରମ ପାଇଁ ଉ-ଆଡମିଶନ ଆରମ୍ଭ ହେବ ।
ଏଥିରେ ସେଲ୍ଫ ଫାଇନାନସିଂ (ଡିଗ୍ରୀ) କଲେଜ ଓ ସଂସ୍କୃତ (ଶାସ୍ତ୍ରୀ) ମଧ୍ୟ ସାମିଲ ରହିଛି। ଜାଣନ୍ତୁ, ସବିଶେଷ ବିବରଣୀ-

Comments are closed.