ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ଦ୍ୱିତୀୟ ଦିନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬ ଶହ ଭିତରେ ରହିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୧୫ଶହ ୭୮ ପଜିଟିଭ୍ । କ୍ୱାରେଣ୍ଟାଇନରୁ ୯୧୫ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୬୬୩ । ଏହି ସମୟରେ ରାଜ୍ୟରେ ୭୨ହଜାର ୨୩୩ କୋଭିଡ୍ ଟେଷ୍ଟ ହୋଇଛି । ପଜିଟିଭ୍ ହାର ରହିଛି ୨.୦୪ ପ୍ରତିଶତ ।
Covid-19 Report For 30th July
New Positive Cases: 1578
In quarantine: 915
Local contacts: 663(Details of local contacts will be shared by concerned Dist Administration)
District Wise Cases:
1. Angul: 47
2. Balasore: 78
3. Bargarh: 9
4. Bhadrak: 52
5. Balangir: 8— I & PR Department, Odisha (@IPR_Odisha) July 31, 2021
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୩୬ ସଂକ୍ରମିତ ବାହାରିଥିବା ବେଳେ କଟକରୁ ୨୧୨, ଜଗତସିଂହପୁରରୁ ୧୧୩ ଓ ପୁରୀ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ଆଉ ୧୦୯ ସଂକ୍ରମିତ । ବାକି ୨୬ ଜିଲ୍ଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଭିତରେ ରହିଛି । ଏଥିରୁ ୮ ଜିଲ୍ଲାରେ ୧୦ ଭିତରେ ରହିଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ।
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୯ଲକ୍ଷ ୭୭ହଜାର ୨୬୮କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୯ଲକ୍ଷ ୫୪ହଜାର ୯୨୯ । ଏବେ ରାଜ୍ୟରେ ୧୬ହଜାର ୩୮୪ ଆକ୍ଟିଭ୍ କେସ୍ ରହିଛି ।
22. Mayurbhanj: 41
23. Nawarangpur: 16
24. Nayagarh: 53
25. Nuapada: 2
26. Puri: 109
27. Rayagada: 14
28. Sambalpur: 18
29. Sonepur: 12
30. Sundargarh: 29
31. State Pool: 92New recoveries: 1841
Cumulative tested: 16022677
Positive: 977268
Recovered: 954929
Active cases: 16384— I & PR Department, Odisha (@IPR_Odisha) July 31, 2021
Comments are closed.