Latest Odisha News

BREAKING NEWS

Browsing Tag

Odisha Corona Case

ଆଜି ଓଡ଼ିଶାରୁ ୧୫୭୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ଦ୍ୱିତୀୟ ଦିନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬ ଶହ ଭିତରେ ରହିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୧୫ଶହ ୭୮ ପଜିଟିଭ୍ । କ୍ୱାରେଣ୍ଟାଇନରୁ ୯୧୫ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୬୬୩ । ଏହି ସମୟରେ ରାଜ୍ୟରେ ୭୨ହଜାର ୨୩୩ କୋଭିଡ୍ ଟେଷ୍ଟ ହୋଇଛି ।…

ରାଜ୍ୟରୁ ଆଜି ୨୮୦୩ କରୋନା ଆକ୍ରାନ୍ତ ଚିହ୍ନଟ, ପଜିଟିଭ୍ ହାର ୩.୭୫%

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ସ୍ଥିର ରହିଛି । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଅଢ଼େଇ ହଜାରରୁ ତିନି ହଜାର ଭିତରେ ରହୁଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨ହଜାର ୮୦୩ ନୂଆ ଆକ୍ରାନ୍ତ । ଏହି ସମୟ ଭିତରେ ୭୪ହଜାର ୭୪୦ କୋଭିଡ୍ ଟେଷ୍ଟ କରାଯାଇଛି । କ୍ୱାରେଣ୍ଟାଇନରୁ ୧୫ଶହ ୯୭ ଓ…

କମୁଛି କରୋନା କାୟା: ୨୪ ଘଣ୍ଟାରେ ରାଜ୍ୟରୁ ୧୪ ଶହ ୭୦ ପଜିଟିଭ୍

ଭୁୁବନେଶ୍ୱର: ରାଜ୍ୟରେ କରୋନା କାୟା ସାମାନ୍ୟ କମିଛି । ଏବେ ଦୈନିକ ଦୁଇ ହଜାରରୁ କମ୍ ସଂକ୍ରମିତ ବାହାରୁଛନ୍ତି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୪ ଶହ ୭୦ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୮୫୩ ପଜିଟିଭ୍ ଥିବା ବେଳେ ୬୧୭ଟି ଲୋକାଲ କଣ୍ଟାକ୍ଟ କେସ୍ ରହିଛି…