ଭୁବନେଶ୍ୱର: ଗତକାଲି ଅପେକ୍ଷା ରାଜ୍ୟରେ ସାମାନ୍ୟ ବଢ଼ିଛି ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସଂକ୍ରମିତ ହୋଇଛନ୍ତି ଆଉ ୩୭୨ ଜଣ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୨୧୪ ଜଣ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୫୯ଟି ।
ମୋଟ୍ ୨୭ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୫୦ଜଣ ସଂକ୍ରମିତ ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରୁ ୪୭, ଖୋର୍ଦ୍ଧାରୁ ୩୮, ପୁରୀ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୨୮ ଆକ୍ରାନ୍ତ । ସେହିପରି କଟକରୁ ୨୬, ମୟୂରଭଞ୍ଜ ଜିଲ୍ଲା ପଜିଟିଭ୍ ତାଲିକାରେ ଯୋଡ଼ିଛି ଆଉ ୨୪ ଆକ୍ରାନ୍ତଙ୍କ ନାଁ ।
Covid-19 Report For 19th December
New Positive Cases: 372
In quarantine: 214
Local contacts: 158(Details of local contacts will be shared by concerned District Administration)
District Wise Cases:
1. Angul: 50
2. Balasore: 15
3. Bargarh: 10
4. Balangir: 12
5. Boudh: 3— I & PR Department, Odisha (@IPR_Odisha) December 20, 2020
ବାକି ୨୧ ଜିଲ୍ଲାରୁ ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଭିତରେ ରହିଛି । ୧୪ ଜିଲ୍ଲାରୁ ନୂଆ ସଂକ୍ରମିତଙ୍କ ସଂଖ୍ୟା ୧୦ରୁ କମ୍ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୨୬ହଜାର ୨୩୩କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୩ଲକ୍ଷ ୨୧ହଜାର ୩୦୯ ଆକ୍ରାନ୍ତ । ବର୍ତ୍ତମାନ ଆକ୍ଟିଭ୍ କେସ୍ ୩ହଜାର ୩୫ଟି ରହିଛି ।
22. Nayagarh: 3
23. Nuapada: 12
24. Puri: 28
25. Rayagada: 4
26. Sambalpur: 18
27. Sundargarh: 47
28. State Pool: 9New recoveries: 362
Cumulative tested: 6603613
Positive: 326233
Recovered: 321309
Active cases: 3035— I & PR Department, Odisha (@IPR_Odisha) December 20, 2020
Comments are closed.