ଭୁବନେଶ୍ୱର: କୋଭିଡ୍ ଟେଷ୍ଟା ସଂଖ୍ୟା ବଢୁଛି । ଏହାସହ ରାଜ୍ୟରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୩ ହଜାର ୮୧୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୨ ହଜାର ୨୮୬ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୫ ଶହ ୨୪ ।
Covid-19 Report For 5th September
New Positives Cases: 3810
In quarantine: 2286
Local contacts: 1524(Details of local contacts will be shared by concerned Dist Administration)
District Wise Cases
1. Angul: 73
2. Balasore: 120
3. Bargarh: 396
4. Bhadrak: 107
5. Balangir: 43— I & PR Department, Odisha (@IPR_Odisha) September 6, 2020
ଖୋର୍ଦ୍ଧାରୁ ସର୍ବାଧିକ ୭୯୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବରଗଡରୁ ୩୯୬, କଟକରୁ ୩୨୨, ଯାଜପୁରରୁ ୨୫୨, ଝାରସୁଗୁଡ଼ାରୁ ୧୯୨ ଜଣ ସଂକ୍ରମିତ ହୋଇଛନ୍ତି । ସେହିପରି ମୟବରଭଞ୍ଜାରୁ ୧୪୨, ବାଲେଶ୍ୱର ୧୨୦, ପୁରୀ ୧୧୭ ଓ ଗଞ୍ଜାମରୁ ଚିହ୍ନଟ ହୋଇଛନ୍ତି ୧୦୮ ନୂଆ ଆକ୍ରାନ୍ତ ।
ଏହା ବ୍ୟତୀତ ଭଦ୍ରକରୁ ୧୦୭, ସୋନପୁରରୁ ୧୦୬ ଜଣ ଓ କେନ୍ଦ୍ରାପଡାରୁ ୧୦୩ ପଜିଟିଭ କେସ୍ ବାହାରିଛି । ବାକି ସବୁ ଜିଲ୍ଲାରୁ ଶହେ ଭିତରେ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା । ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୨୪ ହଜାର ୩୧କୁ ବୃଦ୍ଧି ପାଇଛି ।
22. Mayurbhanj: 142
23. Nawarangpur: 78
24. Nayagarh: 62
25. Nuapada: 93
26. Puri: 117
27. Rayagada: 101
28. Sambalpur: 83
29. Sonepur: 106
30. Sundargarh: 34New Recoveries: 3443
Cumulative Tested: 2098401
Positive: 124031
Recovered: 93774
Active Cases: 29658— I & PR Department, Odisha (@IPR_Odisha) September 6, 2020
Comments are closed.