Latest Odisha News

BREAKING NEWS

କରୋନା ବିରୁଦ୍ଧରେ ଲଢେଇ: ରାଜଧାନୀର ୪ଟି ଗେମ୍ ଜୋନ୍ ବନ୍ଦ

ଭୁବନେଶ୍ୱର: ଭୁବନେଶ୍ୱର ନଗର ନିଗମ(ବିଏମସି)ର ପ୍ରବର୍ତ୍ତନ ସ୍କ୍ୱାର୍ଡ କରୋନାଭାଇରସ ପାଇଁ ଜାରି ଏସଓପିର ଉଲ୍ଲଙ୍ଘନ କରିଥିବାରୁ ସହରର ୪ଟି ଗେମ୍ ଜୋନ୍ ଓ ଗୋଟିଏ ସାଇବର କାଫେକୁ ବନ୍ଦ କରିଦେଇଛି ।

BjdElectrycity

ସହିଦ ନଗରର ଗେମ୍ ଜୋନ୍ ରିପବ୍ଲିକ ଅଫ୍ ର୍ମ୍ସେ ଓ କ୍ରେଜି ଗେମର, ବାପୁଜୀ ନଗରର ସିଏନସି ଗେମ୍ ଜୋନ୍ ଓ ଲୁଇସ ରୋଡର ଇ-ସ୍ପୋର୍ଟସ ଫାଇଟ କ୍ଲବକୁ ବନ୍ଦ କରିଦିଆଯାଇଛି ।

ବିଏମସି ଲୋକଙ୍କ ଭିଡ କମାଇବା ପାଇଁ ସହରର ସମସ୍ତ ସାଇବର କାଫେକୁ ମଧ୍ୟ ବନ୍ଦ କରିବାକୁ ଆଦେଶ ଦେଇଛି ।

Leave A Reply

Your email address will not be published.