ଭୁବନେଶ୍ୱର : ଓଡିଶାର ମନୋଜ ମହାପାତ୍ର ହେବେ ଏଲ ସାଲଭାଡୋରର ପରବର୍ତ୍ତୀ ରାଷ୍ଟ୍ରଦୂତ । ମନୋଜ ମହାପାତ୍ର ଏଲ ସାଲଭାଡୋରରେ ଭାରତର ପରବର୍ତ୍ତୀ ରାଷ୍ଟ୍ରଦୂତ ଭାବରେ ମାନ୍ୟତା ପାଇଛନ୍ତି ବୋଲି ସେଣ୍ଟାଲ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।ମନୋଜ ୨୦୦୦ ବ୍ୟାଚର ଆଇଏଫ୍ଏସ୍ ଅଧିକାରୀ ଥିଲେ । ପୂର୍ବରୁ ମଧ୍ୟ ସେ ୱାଶିଂଟନ୍ ଦୂତାବାସରେ କାର୍ଯ୍ୟ କରିଥିଲେ ଏବଂ ନିୟୁର୍କରେ କନସୁଲେଟ ଜେନେରାଲ ଅଫ୍ ଡେପୁଟି କନସୁଲ ଜେନରାଲ ଭାବେ କାର୍ଯ୍ୟ କରିଥିଲେ । ସେ ଓଡିଶାର ବାସିନ୍ଦା ଅଟନ୍ତି ।
BREAKING NEWS
- ନକଲି ଜର୍ଦ୍ଦା କାରଖାନା ଠାବ; ୫ ଲକ୍ଷରୁ ଅଧିକ ମୂଲ୍ୟର ଜର୍ଦ୍ଦା ଜବତ, ଅଭିଯୁକ୍ତ ଗିରଫ
- ଏସିଡ୍ ଓ ବର୍ନ ପୀଡ଼ିତଙ୍କ ପାଇଁ ଭଲ ଖବର: ଦିଲ୍ଲୀ ଏମ୍ସରେ ହେବ ‘ଫେସ୍ ଟ୍ରାନ୍ସପ୍ଲାଣ୍ଟ’
- ବାଂଲାଦେଶ ବାଛିଲା ନୂଆ ଭାଗ୍ୟ ବିଧାତା: ଭାରତ ସହିତ ସମ୍ପର୍କ ଉନ୍ନତ କରିବେ କି ତାରିକ୍ ରେହମାନ?
- Cyber Fraud: ୨ ସାଇବର ଠକକୁ ବାନ୍ଧିଲା ପୋଲିସ; ୫କୋଟିର ଠକେଇ
- ଭାରତ-ପାକିସ୍ତାନ ମ୍ୟାଚରେ ବର୍ଷା ଆଶଙ୍କା
- ମୁଖ୍ୟ ଶାସନ ସଚିବଙ୍କ ବଡ଼ ସୂଚନା: ୪ ସହର ହେବ କମନ ଇକୋନୋମିକ୍ ଜୋନ୍
- CM Odisha: ନବରଙ୍ଗପୁରକୁ ୪୪୬ କୋଟି ପ୍ରକଳ୍ପର ଭେଟି; ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ
- ଏଆଇ ଉପଯୋଗ କରି ଫିଲ୍ମ ନିର୍ମାଣ କରିବେ ରାଜକୁମାର ହିରାନୀ
- ବିଶ୍ୱକପରେ ଅଜବ ଗଜବ ସଂଯୋଗ: ଜିମ୍ବାୱେଠାରୁ ଅଷ୍ଟ୍ରେଲିଆ ହାରିଲେ, ଭାରତ ହେଉଛି ଚାମ୍ପିୟନ
- FIH Men’s Pro League: ପ୍ରୋଲିଗ୍ରେ ଭାରତୀୟ ଦଳର କ୍ରମାଗତ ୨ୟ ପରାଜୟ; ଆସନ୍ତାକାଲି ପୁଣି ବେଲଜିୟମକୁ ଭେଟିବ…
Comments are closed.