Odisha Sambad
Latest Odisha News
  • Monday, October 19, 2026
  • Home
  • About Us
  • Contact Us

Publisher Publisher - Latest Odisha News

  • ଓଡିଶା
  • ଦେଶ ବିଦେଶ
  • ରାଜନୀତି
    • ଜନାଦେଶ ୨୦୧୯
      • ଲୋକସଭା (ଓଡ଼ିଶା)
      • ବିଧାନସଭା (ଓଡ଼ିଶା)
  • ଖେଳ
    • ଅଲିମ୍ପିକସ୍
  • ମନୋରଞ୍ଜନ
  • ଆଲେଖ
    • ଗାନ୍ଧୀ ଗାଥା
    • ଏକଦା ଏକ ଦେଶ
    • ମିଶ୍ରରାଗ
    • ପଲିଟିକସ ଫଲିଟିକସ
    • ଗୀତ ପଛର ଗପ
    • ସମୟର ସ୍ୱର
    • କଥାଟିଏ କହୁଁ
    • ଯବକାଚ
    • ଛାୟାଲିପି
  • ସାହିତ୍ୟ
    • ଧାରାବାହିକ ଉପନ୍ୟାସ
      • କୁକୁର କାହାଣୀ : ମୃଣାଳ
    • କବିତା
    • ଗଳ୍ପ
    • ଆଳାପ
    • ଗଦ୍ୟ
    • ଭଲଲାଗିଥିବା ବହି
    • ନବପ୍ରତିଭା
    • ସ୍ମୃତିଲିପି
    • ସାହିତ୍ୟ ସମ୍ବାଦ
  • ବ୍ୟକ୍ତିତ୍ୱ
    • ରାଜନେତା
    • ସମାଜସେବୀ
    • ଲେଖକ
  • ଅନ୍ୟାନ୍ୟ
    • କଳା ସଂସ୍କୃତି
    • ଧର୍ମ ଓ ପରମ୍ପରା
      • ରଥ ପଥ ଜଗନ୍ନାଥ
    • ଜୀବନଶୈଳୀ
      • ସ୍ୱାସ୍ଥ୍ୟ
      • ରନ୍ଧାବଢ଼ା
      • ଫ୍ୟାସନ
    • ରହସ୍ୟ
    • କଥାକୁହା ଫଟୋ
    • ପର୍ଯ୍ୟଟନ
    • ବାଣିଜ୍ୟ
    • ଅପରାଧ
    • ପାଣିପାଗ
Odisha Sambad

BREAKING NEWS

  • ଦୁର୍ଗାପୂଜା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ଆଇଜି; ୧,୨୪୩ଟି ପୂଜା ମଣ୍ଡପରେ…
  • ଲସ୍ ଆଞ୍ଜେଲସରେ ହେବ ‘ରାମାୟଣ’ର ୱାର୍ଲ୍ଡ ପ୍ରିମିୟର
  • ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେଙ୍କୁ ମୁମ୍ବାଇର ‘ଶିବତୀର୍ଥ’ ବାସଭବନରେ ଭେଟିଲେ ଅଭିନେତା ଆମିର ଖାଁ
  • ରଣଜୀ ଟ୍ରଫି:  ଓଡ଼ିଶାର ଭଲ ଆରମ୍ଭ ପରେ ମଜବୁତ ସ୍ଥିତିକୁ ଫେରିଲା କେରଳ, ସଚିନ୍ ବେବିଙ୍କ ଶତକ
  • ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କ କାରକୁ ଗୁଳିମାଡ଼
  • ଦକ୍ଷିଣ ଆଫ୍ରିକା-ଅଷ୍ଟ୍ରେଲିଆ ୨ୟ ଟେଷ୍ଟ୍‌ରେ ୧୦୦ ବର୍ଷର ଐତିହାସିକ ରେକର୍ଡ
  • ଶୀତଳା ମାତା ମନ୍ଦିର ଦୁର୍ଘଟଣା; ଡ୍ରାଇଭରଙ୍କୁ ଜଣାନଥିଲା ରାସ୍ତା, ଗୁଗୁଲ୍ ମ୍ୟାପ୍ ପାଇଁ…
  • ପ୍ରାଚୀନ ମିଶରରେ ବିରାଡ଼ିଙ୍କୁ ମାରିଲେ ମିଳୁଥିଲା ମୃତ୍ୟୁଦଣ୍ଡ — ଜାଣନ୍ତୁ କାହିଁକି ରହିଥିଲା ଏଭଳି କଡ଼ା କାନୁନ୍?
  • ବାଲିଯାତ୍ରା ପଡ଼ିଆ ନିକଟରୁ ନାବାଳକ ମୃତଦେହ ଉଦ୍ଧାର, ହତ୍ୟା ଷଡ଼ଯନ୍ତ୍ର…
  • ଭାରତ ସିରିଜ୍‌ରୁ ୨୮୫ କୋଟି ଟଙ୍କା ରୋଜଗାର, କିନ୍ତୁ ୱେଷ୍ଟଇଣ୍ଡିଜ୍ ପାଇବ ଶୂନ

[ଭିଡ଼ିଓ ] ଆଉ ନାହାନ୍ତି ଶତାୟୁ ଶିକ୍ଷକ ପଦ୍ମଶ୍ରୀ ନନ୍ଦ ସାର୍

Videoଓଡିଶାଯାଜପୁର
By ଓଡ଼ିଶା ସମ୍ବାଦ ବ୍ୟୁରୋ On Dec 7, 2021
Share

ଯାଜପୁର: ଆଉ ନାହାନ୍ତି ଶତାୟୁ ଶିକ୍ଷକ ପଦ୍ମଶ୍ରୀ ନନ୍ଦ ସାର୍ । ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ଓରଫ୍ ନନ୍ଦ ସାରଙ୍କର ପରଲୋକ ହୋଇଛି । ୧୦୪ ବର୍ଷ ବୟସରେ ଭୁବନେଶ୍ୱର ସମ୍ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । କିଛିଦିନ ଧରି ସେ କରୋନାରେ ଆକ୍ରାନ୍ତ ହୋଇ କଳିଙ୍ଗନଗର ଡୁବୁରୀ ସ୍ଥିତ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ ।

ପରେ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥାନ୍ତାନ୍ତର ହୋଇଥିଲେ । କିଛି ଦିନ ତଳେ ନନ୍ଦ ସାର ଅସୁସ୍ଥ ଅନୁଭବ କରି ତଳେ ପଡ଼ି ଯାଇଥିଲେ । ଏହା ପରେ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକ ଅନ୍ତର୍ଗତ କନ୍ତିରା ଗ୍ରାମର ଜଣେ ସୁନାମଧନ୍ୟ ଶିକ୍ଷକ ଭାବେ ସେ ଖ୍ୟାତି ଅର୍ଜନ କରିଥିଲେ । ସେ ନନ୍ଦ ସାର ନାମରେ ମଧ୍ୟ ପରିଚିତ ଥିଲେ । ଶିକ୍ଷାକ୍ଷେତ୍ରରେ ଅବଦାନକୁ ସ୍ୱୀକୃତି ପ୍ରଦାନ କରି ତାଙ୍କୁ ୨୦୨୦ ବର୍ଷ ପାଇଁ ନଭେମ୍ବର ୯ ତାରିଖରେ ସେ ନୂଆଦିଲ୍ଲୀରେ ରାଷ୍ଟ୍ରପତିଙ୍କ ଦ୍ୱାରା ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ ।

ନନ୍ଦ କିଶୋରଙ୍କ ପିତାଙ୍କ ନାମ ଥିଲା ନାଭ ପୃଷ୍ଟି ଓ ମାତାଙ୍କ ନାମ ଚନ୍ଦ୍ରମଣି ପୃଷ୍ଟି । ୧୯୩୯ ମସିହାରେ ସେ ହାତିବାରୀ ସ୍କୁଲରୁ ସପ୍ତମ ଶ୍ରେଣୀ ପାସ କରିଥିଲେ । ଆର୍ଥିକ ଅବସ୍ଥା ଭଲ ନଥିବାରୁ ସେ ଅଧିକ ପାଠପଢ଼ା ବନ୍ଦ କରି, ଚାଷକାମ କରିବା ଆରମ୍ଭ କରିଥିଲେ ।

ଜଣେ ଶତାୟୁ ଶିକ୍ଷକ ହେଉଛନ୍ତି ନନ୍ଦ ସାର୍ । ଗାଁର ପିଲାମାନେ କିଭଳି ମଣିଷ ହେବେ ସେ ନେଇ ତାଙ୍କର ଅବଦାନ ବେଶ୍ ମହନୀୟ । ଏନେିଇ ସାର୍ ସବୁବେଳେ ବିନା ଦେୟରେ ଶିକ୍ଷାଦାନ କରୁଥିଲେ । ୧୯୪୬ ମସିହାରୁ ପିଲାମାନଙ୍କୁ ପାଠ ପଢାଇବା ଆରମ୍ଭ କରିଥିଲେ ।

ଶତାୟୁ ହୋଇ ବି ପିଲାମାନଙ୍କୁ ଶିକ୍ଷାଦାନରେ କିଛି ଉଣା କରୁନଥିଲେ । ଜୀବନ କାଳରେ ୩ ହଜାରରୁ ଅଧିକ ପିଲାଙ୍କୁ ମଣିଷ କରିପାରିଛନ୍ତି ନନ୍ଦ ସାର୍ । ଏହି ଶତାୟୁ ଶିକ୍ଷକଙ୍କ ବିୟୋଗ ଏକ ଅପୂରଣୀୟ କ୍ଷତି । ତାଙ୍କୁ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି ।

 

OASIS

 

OB
Nanda Sirnanda sir is no more
Share
ଓଡ଼ିଶା ସମ୍ବାଦ ବ୍ୟୁରୋ

Prev Post

ଯାଜପୁର ପରେ ଅନୁଗୁଳରେ ୧୦ଜଣ ଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ

Next Post

କୌଣସି ବିଦେଶ ଫେରନ୍ତା ଓମିକ୍ରନ ଆକ୍ରାନ୍ତ ହୋଇଛନ୍ତି କି ନାହିଁ ଶୁକ୍ରବାର ଜଣାପଡ଼ିବ: ଡ଼ିଏମଇଟି

You might also like More from author
ଓଡିଶା

ଦୁର୍ଗାପୂଜା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ଆଇଜି; ୧,୨୪୩ଟି ପୂଜା…

ଅପରାଧ

ବାଲିଯାତ୍ରା ପଡ଼ିଆ ନିକଟରୁ ନାବାଳକ ମୃତଦେହ ଉଦ୍ଧାର, ହତ୍ୟା ଷଡ଼ଯନ୍ତ୍ର…

ଓଡିଶା

Maa Manikeswari’s Chhatra Yatra:ପ୍ରସିଦ୍ଧ ଛତରଯାତ୍ରା ପାଇଁ ପ୍ରସ୍ତୁତ ଭବାନୀପାଟଣା;ନଜର…

ଅପରାଧ

ଖୋର୍ଦ୍ଧାରୁ ୫୫୦୦ ବୋତଲ କୋରେକ୍ସ ସହ ୧୦ ଗିରଫ

Prev Next

Comments are closed.

latest news

ଦୁର୍ଗାପୂଜା ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ଆଇଜି; ୧,୨୪୩ଟି ପୂଜା ମଣ୍ଡପରେ…

Oct 18, 2026

ଲସ୍ ଆଞ୍ଜେଲସରେ ହେବ ‘ରାମାୟଣ’ର ୱାର୍ଲ୍ଡ ପ୍ରିମିୟର

Oct 18, 2026

ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେଙ୍କୁ ମୁମ୍ବାଇର ‘ଶିବତୀର୍ଥ’ ବାସଭବନରେ ଭେଟିଲେ ଅଭିନେତା ଆମିର ଖାଁ

Oct 18, 2026

ରଣଜୀ ଟ୍ରଫି:  ଓଡ଼ିଶାର ଭଲ ଆରମ୍ଭ ପରେ ମଜବୁତ ସ୍ଥିତିକୁ ଫେରିଲା କେରଳ, ସଚିନ୍ ବେବିଙ୍କ ଶତକ

Oct 18, 2026

ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କ କାରକୁ ଗୁଳିମାଡ଼

Oct 18, 2026

Leading Odia News Portal of Odisha.

• Email: newsodishasambad@gmail.com
• Phone: +91 9437129964

Company
  • Team
  • Privacy Policy
Ads
  • Home
  • About Us
  • Contact Us
Links
  • Team
  • Privacy Policy
  • Team
  • Privacy Policy
© 2026 - Odisha Sambad. All Rights Reserved.
Website Design: 4usoftware solutions