ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୯ରୁ ଆରମ୍ଭ ହେବ ଓଜେଇ ପରୀକ୍ଷା । ୯ରୁ ଆରମ୍ଭ ହୋଇ ୧୫ ତାରିଖ ଯାଏଁ ଚାଲିବ । ଚଳିତ ବର୍ଷ ସିବିଟି ମୋଡରେ ପରୀକ୍ଷା ହେବ ବୋଲି ସୂଚନା ମିଳିଛି। ଏଥିଲାଗି ଓଡ଼ିଶାର ୧୬ ଜିଲ୍ଲାର ପଲିଟେକନିକ ଓ ଆଇଟିଆଇ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛି ବୈଷୟିକ ଓ ତାଲିମ ନିର୍ଦ୍ଦେଶାଳୟ । ପରୀକ୍ଷା କେନ୍ଦ୍ର ଚୟନ ପାଇଁ ଚିଠି କରାଯାଇଛି । ଜେଇଇ ଓ ଟିସିଏସ ଅଧିକାରୀ ବିଭିନ୍ନ କଲେଜ ବୁଲି ପରୀକ୍ଷା କେନ୍ଦ୍ର ଚୟନ କରିବେ ବୋଲି ବୈଷୟିକ ଶିକ୍ଷା ଓ ତାଲିମ୍ ନିର୍ଦ୍ଦେଶାଳୟ ପକ୍ଷରୁ ନିଷ୍ପତ୍ତି ହୋଇଛି।
BREAKING NEWS
- କନିକା-ଗୌତମ ବିବାହ ବିଚ୍ଛେଦ, ୪ବର୍ଷ ପରେ ଅଲଗା ହେବାକୁ ନିଷ୍ପତ୍ତି
- ସୋନମ ୱାଙ୍ଗଚୁକଙ୍କୁ ଝଟ୍କା, ଲେହ ସ୍କୁଲରେ ସମସ୍ତ ଅନଧିକୃତ କାର୍ଯ୍ୟକଳାପ ବନ୍ଦ ନିର୍ଦ୍ଦେଶ
- Ex-Minister Rasabihari Behera:ପୂର୍ବତନ ମନ୍ତ୍ରୀ ତଥା ସାହିତ୍ୟିକ ରାସ ବିହାରୀଙ୍କ ପରଲୋକ
- ଅବପାତରେ ପରିଣତ ହେଲା ବାତ୍ୟା ମୁରାସୁ, ଆଗାମୀ ୧୨ ଘଣ୍ଟାରେ…
- ଗିଡିପାବଲିରେ ଭୂସ୍ଖଳନ; ଅସ୍ଥାୟୀ ଭାବେ ଉଦ୍ଧାର କାର୍ଯ୍ୟ ସ୍ଥଗିତ
- Odisha-Andhra police face off: କୋଟିଆରେ ଉଗ୍ର ରୂପ ନେଇଛି ସୀମା ବିବାଦ;ପ୍ରଶାସନ-ପୋଲିସର ବିରୋଧ ପରେ ପଛଘୁଞ୍ଚା ଦେଲା ଆନ୍ଧ୍ର ପୋଲିସ
- ଦୀର୍ଘ ୫ ମାସ ପରେ ଖୋଲିଲା କୁଳଡିହା ଅଭୟାରଣ୍ୟ
- ଆମେରିକା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ: ଭାରତୀୟ ବଂଶୋଦ୍ଭବ ଡେମୋକ୍ରାଟ୍ ନେତାଙ୍କ ବାଜିମାତ୍, ଅରୁଣା ମିଲର ଓ ସୁହାସ ସୁବ୍ରମଣ୍ୟମ ବିଜୟୀ; ପିଆ ଦାଣ୍ଡିୟାଙ୍କ କମାଲ୍
- ବାପୁଜୀ ନଗର ନାଗରିକ କମିଟିର ବାର୍ଷିକ ଉତ୍ସବ ଅନୁଷ୍ଠିତ
- Blast On Rajasthan Railway Track: ଭାରତ-ପାକିସ୍ତାନ ସୀମା ନିକଟ ରେଳ ଟ୍ରାକରେ ଶକ୍ତିଶାଳୀ ବିସ୍ଫୋରଣ; ଅନେକ ଟ୍ରେନ୍ ବାତିଲ୍
Comments are closed.