ଭୁବନେଶ୍ୱର: ପ୍ରକାଶ ପାଇଲା OJS-୨୦୨୧ ରେଜଲ୍ଟ । ପରୀକ୍ଷା ଫଳାଫଳ ନେଇ ସୂଚନା ଦେଲା OPSC ।ଏଥିରେ ବି ପୁଅଙ୍କୁ ପଛରେ ପକାଇଲେ ଝିଅ । ପ୍ରଥମ ତିନି ସ୍ଥାନ ଛଡେଇ ନେଲ ଝିଅ । ପରୀକ୍ଷାରେ ୫୦ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । କୃତୀ ପରୀକ୍ଷାଥୀର୍ଙ୍କ ମଧ୍ୟରେ ୨୮ ଜଣ ମହିଳା ଅଛନ୍ତି ।
ଆଦ୍ୟାଶା ମିଶ୍ର ଟପ୍ପର ହୋଇଥିବାବେଳେ ଚେତନା ପଟ୍ଟନାୟକ ଦ୍ୱିତୀୟ ଏବଂ ଏ.ଗୀତାଞ୍ଜଳି ନାଇଡୁ ତୃତୀୟ ହୋଇଛନ୍ତି । ବିଭୁ ପ୍ରସାଦ ନାୟକ ଚତୁଥର୍ ହୋଇଛନ୍ତି ।
Comments are closed.