କଟକ: ଅଭିନେତାରୁ ରାଜନେତା ପାଲଟିଥିବା ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ବିବାଦ ବିଚ୍ଛେଦକୁ ନେଇ ବାକବିତର୍କ ଲାଗି ରହିଛି । ଏଭଳି ସମୟରେ ଅନୁଭବଙ୍କ ସପୋର୍ଟରେ ବାହାରିଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର ।
Tons of thanks and immense love to you dear @prakrutiworld 😘😘🤗🤗🙌🏻🙌🏻🙏🏻 May God bless you with more success and energy🙌🏻
🙌🏻😘😘 https://t.co/fdOi6m7W8E— Anubhav Mohanty (@AnubhavMohanty_) September 9, 2020
ସୋସିଆଲ ମିଡିଆରେ ଅନୁଭବ ଶେୟାର କରିଥିବା ଏକ ଭିଡ଼ିଓରେ ଅଭିନେତ୍ରୀ ପ୍ରକୃତି ମିଶ୍ର ରିଟ୍ୱିଟ୍ କରିଛନ୍ତି । “ଫପୁନ ଭାଇ ଯେଉଁମାନେ ତୁମକୁ ଭଲଭାବେ ଜାଣିଛନ୍ତି, ସେମାନେ ପୂରା ଘଟଣା ଜାଣିଛନ୍ତି । ତୁମେ ଜଣେ ସମ୍ମାନୀୟ ବ୍ୟକ୍ତି ଏବଂ ଏହି ଘଟଣାରେ କୌଣସି ସ୍ପଷ୍ଟୀକରଣ ଦେବା ଦରକାର ନାହିଁ । ଯିଏ ଯାହା କହୁ ତୁମେ ଶକ୍ତ ହୋଇରୁହ ଏବଂ ଆମେ ତୁମ ସହିତ ଅଛୁ” ବୋଲି ଉଲ୍ଲେଖ କରିଛନ୍ତି ।
ଅଧିକ ପଢନ୍ତ- ଅନୁଭବ ଛାଡିଲେ ନୂଆ ଭିଡିଓ, ପଚାରିଲେ ଏମିତି ହୁଏକି ଘରୋଇ ହିଂସା
ପ୍ରକୃତିଙ୍କ ରିଟ୍ୱିଟ୍ ପରେ ଅନୁଭବ ତାଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।
ଅଧିକ ପଢନ୍ତୁ- ବିବାହ ବିଚ୍ଛେଦକୁ ନେଇ ମୁହଁ ଖୋଲିଲେ ଅଭିନେତା ଅନୁଭବ
ଅଧିକ ପଢନ୍ତୁ- ଟିଆରପି ଲଢେଇରେ ମୋ ବାପାଙ୍କର କିଛି ହୋଇଗଲେ କିଏ ଦାୟୀ ରହିବ: ଅନୁଭବ
Comments are closed.