Latest Odisha News

BREAKING NEWS

ଅନୁଭବ ମହାନ୍ତିଙ୍କ ସପକ୍ଷରେ ବାହାରିଲେ ଅଭିନେତ୍ରୀ ପ୍ରକୃତି ମିଶ୍ର

କଟକ: ଅଭିନେତାରୁ ରାଜନେତା ପାଲଟିଥିବା ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ ବିବାଦ ବିଚ୍ଛେଦକୁ ନେଇ ବାକବିତର୍କ ଲାଗି ରହିଛି । ଏଭଳି ସମୟରେ ଅନୁଭବଙ୍କ ସପୋର୍ଟରେ ବାହାରିଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର ।

ସୋସିଆଲ ମିଡିଆରେ ଅନୁଭବ ଶେୟାର କରିଥିବା ଏକ ଭିଡ଼ିଓରେ ଅଭିନେତ୍ରୀ ପ୍ରକୃତି ମିଶ୍ର ରିଟ୍ୱିଟ୍ କରିଛନ୍ତି । “ଫପୁନ ଭାଇ ଯେଉଁମାନେ ତୁମକୁ ଭଲଭାବେ ଜାଣିଛନ୍ତି, ସେମାନେ ପୂରା ଘଟଣା ଜାଣିଛନ୍ତି । ତୁମେ ଜଣେ ସମ୍ମାନୀୟ ବ୍ୟକ୍ତି ଏବଂ ଏହି ଘଟଣାରେ କୌଣସି ସ୍ପଷ୍ଟୀକରଣ ଦେବା ଦରକାର ନାହିଁ । ଯିଏ ଯାହା କହୁ ତୁମେ ଶକ୍ତ ହୋଇରୁହ ଏବଂ ଆମେ ତୁମ ସହିତ ଅଛୁ” ବୋଲି ଉଲ୍ଲେଖ କରିଛନ୍ତି ।

ଅଧିକ ପଢନ୍ତ- ଅନୁଭବ ଛାଡିଲେ ନୂଆ ଭିଡିଓ, ପଚାରିଲେ ଏମିତି ହୁଏକି ଘରୋଇ ହିଂସା

ପ୍ରକୃତିଙ୍କ ରିଟ୍ୱିଟ୍ ପରେ ଅନୁଭବ ତାଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।

ଅଧିକ ପଢନ୍ତୁ- ବିବାହ ବିଚ୍ଛେଦକୁ ନେଇ ମୁହଁ ଖୋଲିଲେ ଅଭିନେତା ଅନୁଭବ

ଅଧିକ ପଢନ୍ତୁ- ଟିଆରପି ଲଢେଇରେ ମୋ ବାପାଙ୍କର କିଛି ହୋଇଗଲେ କିଏ ଦାୟୀ ରହିବ: ଅନୁଭବ

Leave A Reply

Your email address will not be published.