Latest Odisha News

BREAKING NEWS

ଆଜିଠୁ ବର୍ଦ୍ଧିତ ଦରରେ ମିଳିବ ଓମଫେଡ ଦୁଗ୍ଧ

ଭୁବନେଶ୍ୱର: ନିକଟରେ ଓମଫେଡ ଦୁଗ୍ଧ ଦର ରାଜ୍ୟ ସରକାର ବଢାଇଥିବା ବେଳେ ଆଜିିଠୁ ବର୍ଦ୍ଧିତ ମୂଲ୍ୟରେ ବଜାରରେ ମିିଳିବ।

ଏହା ଲିଟର ପ୍ରତି ୪ ଟଙ୍କା ଅଧିକ ଦାମରେ ଏହା ଉପଲବ୍ଧ ହେବ । ତେଣୁ ପ୍ରିମିୟମ ଓ ଗୋଲ୍ଡ ପ୍ରିମିୟମ ଲିଟର୍‌ ପ୍ରତି  ଗ୍ରାହକଙ୍କୁ ୪୪ ଟଙ୍କା ଦେବାକୁ ପଡ଼ିବ ।

ପୂର୍ବରୁ ଓମଫେଡ଼୍‌ର ପ୍ରିମିୟମ ଓ ଗୋଲ୍ଡ ପ୍ରିମିୟମ ଦୁଗ୍ଧ ଲିଟର ପିଛା ୪୦ ଟଙ୍କାରେ ବିକ୍ରି ହେଉଥିଲା ।

ସୂଚନାଯୋଗ୍ୟ, ରାଜ୍ୟର ଘରୋଇ ଦୁଗ୍ଧ କମ୍ପାନିଗୁଡ଼ିକ କ୍ଷୀର ଦର ବୃଦ୍ଧି କରିଥିବାରୁ ରାଜ୍ୟ ସରକାର ଓମଫେଡ ଦୁଗ୍ଧ ଦର ବଢ଼ାଇବାକୁ ନିଷ୍ପତ୍ତି ନେଇଥିଲେ।

Leave A Reply

Your email address will not be published.