Latest Odisha News

BREAKING NEWS

Browsing Tag

Omfed

ଖାଉଟିଙ୍କୁ ଲାଗିଲା ଝଟ୍‌କା; ବଢ଼ିଲା ଓମ୍‌ଫେଡ କ୍ଷୀର ଦର

ଭୁବନେଶ୍ୱର : ପୁଣି ମହଙ୍ଗା ମାଡ଼ । ଚିନ୍ତାରେ ଖାଉଟି । ଏପ୍ରିଲ ପହିଲାରୁ ବୃଦ୍ଧି ପାଇବ ଓମଫେଡ୍ କ୍ଷୀର ଦର । କ୍ଷୀର ଦର ବୃଦ୍ଧି ନେଇ ଓମ୍‌ଫେଡ କର୍ତ୍ତୃପକ୍ଷ ସୂଚନା ଜାରି କରିଛନ୍ତି । ୫୦୦ ମିଲିଗ୍ରାମକୁ କ୍ଷୀର ୨ ଟଙ୍କା ବୃଦ୍ଧି କରାଯାଇଛି । କୃଷକଙ୍କ ଖର୍ଚ୍ଚ ବୃଦ୍ଧି, ଆନୁଷଙ୍ଗିକ…

କଟକ ଅରିଲୋରେ ମେଗା ଓମଫେଡ୍ ଡାଏରୀ ପ୍ଲାଣ୍ଟର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

କଟକ : ଆଜି ଉଦଘାଟିତ ହୋଇଛି ରାଜ୍ୟର ସର୍ବବୃହତ ଓମଫେଡ୍ ଡାଏରୀ ପ୍ଲାଣ୍ଟ । କଟକ ବାରଙ୍ଗ ବ୍ଲକ ଅରିଲୋରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ବିଶିଷ୍ଟ ଓମଫେଡ୍ ମେଗା ଡାଏରୀ ପ୍ଲାଣ୍ଟ ଉଦଘାଟନ କରିଛନ୍ତି । ୩ଶହ କୋଟି ଟଙ୍କା ବ୍ୟୟରେ ଏହି ଅତ୍ୟାଧୁନିକ ଅଟୋ ମୋଟିକ…

ସଟଡାଉନ ବେଳେ ହୋମ ଡେଲିଭରି କରିବ ଓମ୍‌ଫେଡ

ଭୁବନେଶ୍ୱର: ଓଡ଼ିଶାର ୧୧ଟି ଜିଲ୍ଲାରେ ସପ୍ତାହକୁ ଦୁଇ ଦିନ ସଟଡାଉନ୍ ଘୋଷଣା କରାଯାଇଛି । ତେବେ ଏହି ସଟଡାଉନ୍ ସମୟରେ ଓମ୍‌ଫେଡ ସାମଗ୍ରୀର ହେବ ହୋମ ଡେଲିଭରି । ଆପଣଙ୍କ ଘରେ ଓମ୍‌ଫେଡ ସମଗ୍ରୀ ପହଂଚାଇବ । ତେବେ ଶନିବାର ଓ ରବିବାର ସଟ୍‌ଡାଉନ୍‌ ବେଳେ ଭୁବନେଶ୍ୱରରେ କେଉଁସବୁ ରିଟେଲର୍‌…

କରୋନା ଭୟ : ଭୁବନେଶ୍ୱରରେ ଏଣିକି ଘରେ କ୍ଷୀର ପ୍ୟାକେଟ ପହଞ୍ଚାଇବ ଓମ୍‌ଫେଡ୍‌

ଭୁବନେଶ୍ୱର : କରୋନା ସଂକ୍ରମଣ ଭୟରେ ସରକାର ପୁରା ଦେଶରେ ଲକ୍ ଡାଉନ ଘୋଷଣା କରିଛନ୍ତି । ଏହି ସମୟରେ ଦରକାର ନ ଥିଲେ ଘରୁ ବାହାରିବା ଉପରେ କଟକଣା ସହ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ଗୁରୁତ୍ୱ ଦିଆଯାଉଛି । ଏହାକୁ ଦୃଷ୍ଟିରେ ରଖି ଓମ୍‌ଫେଡ୍ ପକ୍ଷରୁ ଭୁବନେଶ୍ୱରରେ ଘରେ କ୍ଷୀର ତଥା ଦୁଗ୍ଧ…

ଆଜିଠୁ ବର୍ଦ୍ଧିତ ଦରରେ ମିଳିବ ଓମଫେଡ ଦୁଗ୍ଧ

ଭୁବନେଶ୍ୱର: ନିକଟରେ ଓମଫେଡ ଦୁଗ୍ଧ ଦର ରାଜ୍ୟ ସରକାର ବଢାଇଥିବା ବେଳେ ଆଜିିଠୁ ବର୍ଦ୍ଧିତ ମୂଲ୍ୟରେ ବଜାରରେ ମିିଳିବ। ଏହା ଲିଟର ପ୍ରତି ୪ ଟଙ୍କା ଅଧିକ ଦାମରେ ଏହା ଉପଲବ୍ଧ ହେବ । ତେଣୁ ପ୍ରିମିୟମ ଓ ଗୋଲ୍ଡ ପ୍ରିମିୟମ ଲିଟର୍‌ ପ୍ରତି  ଗ୍ରାହକଙ୍କୁ ୪୪ ଟଙ୍କା ଦେବାକୁ ପଡ଼ିବ ।…

ଓମଫେଡ ଦୁଗ୍ଧ ଦର ବୃଦ୍ଧି କଲେ ଓଡ଼ିଶା ସରକାର

ଭୁବନେଶ୍ୱର: ଓମଫେଡ ଦୁଗ୍ଧ ଦର ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଶୁକ୍ରବାର ଠାରୁ କିଲୋପ୍ରତି ୪ ଟଙ୍କା ଅଧିକ ଦାମରେ ଏହା ଉପଲବ୍ଧ ହେବ । ତେଣୁ ପ୍ରିମିୟମ ଓ ଗୋଲ୍ଡ ପ୍ରିମିୟମ ଲିଟର୍‌ ପ୍ରତି ଆସନ୍ତାକାଲିଠାରୁ ଗ୍ରାହକଙ୍କୁ ୪୪ ଟଙ୍କା ଦେବାକୁ ପଡ଼ିବ । ଏନେଇ…