ବିଜନେସ୍ ଟାଇକୁନ୍ ରତନ ଟାଟା । ଜଣେ ଶିଳ୍ପପତି ଆଉ ସମାଜସେବୀ । ପ୍ରଥମେ ଆଇବିଏମ୍ରୁ ଚାକିରୀ ଛାଡି ଟାଟା ଷ୍ଟିଲରୁ କାମ ଆରମ୍ଭ କରିଥିଲେ ରତନ । ଦେଶର ସମସ୍ୟା ଆଉ ସଙ୍କଟ କାଳରେ ସବୁବେଳେ ସହଯୋଗ ପାଇଁ ଆଗକୁ ଆସିଛନ୍ତି । ଏପରିକି କରୋନା ଭଳି ବିପତ୍ତି ସମୟରେ ମଧ୍ୟ ପ୍ରତିଦିନ ୩ଶହ ଟନ୍ ଅକ୍ସିଜେନ୍ ମେଡିକାଲକୁ ପ୍ରଦାନ । ପୂର୍ବ ବର୍ଷ ମଧ୍ୟ କରୋନା ସମୟରେ ସହାୟତା କରିଥିଲେ । ସମାଜ ସେବା ସହିତ ପରିବେଶ ସୁରକ୍ଷା ପ୍ରତି ବେଶ୍ ସଚେତନ ରତନ ଟାଟା ।
BREAKING NEWS
- ସେନା ମେଡାଲ୍ ବିଜେତାଙ୍କୁ ଆଜୀବନ ଟ୍ରେନ୍ ଯାତ୍ରା ମାଗଣା
- Flight Scare: ଆକାଶରେ ହଠାତ୍ ଥରିଲା ଫ୍ଲାଇଟ୍, ଭୟରେ ‘ୱାହେଗୁରୁ’ ଜପିଲେ ଶେହନାଜ ଗିଲ୍…ତା’ ପରେ କିଛି ଏମିତି ହେଲା…
- UPI vs Cash: କେଉଁଟି ଅଧିକ ଟଙ୍କା ସଞ୍ଚୟ ହୁଏ?
- ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ବୁଡ଼ିଗଲେ ୨ ଛାତ୍ର
- ମକ୍କାରେ ପ୍ରଥମ ଥର ପାଇଁ ଆଲର୍ଟ ଜାରି, ଆତଙ୍କରେ ସାଉଦି ଆରବ..
- ଫେସବୁକ୍-ଇନଷ୍ଟାଗ୍ରାମରେ ଚାଲିଛି ଶିଶୁ ଯୌନ ଶୋଷଣ ବିଜ୍ଞାପନ! କେନ୍ଦ୍ର ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ
- Weapons in Space: ଅନ୍ତରୀକ୍ଷରେ ଆମେରିକାର ଅସ୍ତ୍ର! ରୁଷ-ଚୀନକୁ ବଡ଼ ଚେତାବନୀ, ମହାକାଶରେ ଆରମ୍ଭ ହେବ କି ନୂଆ ଯୁଦ୍ଧ?
- ଚିନ୍ତାରେ ପାକ୍ ସରକାର : ପେଟ୍ରୋଲ ପାଇଁ “ଲକ୍ ଡାଉନ୍ “ଭଳି ଆଗକୁ ବ୍ୟବସ୍ଥା
- ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ
- Powerful Bombs: ଆହୁରି ଭୟଙ୍କର ହୋଇପାରେ ଇରାନ ଯୁଦ୍ଧ? ଇସ୍ରାଏଲକୁ ୪୦ ହଜାର ବମ୍ ଦେବେ ଟ୍ରମ୍ପ!

Comments are closed.