ଭୁବନେଶ୍ୱର: ଆସନ୍ତାକାଲି ସୋମବାର ରଙ୍ଗର ପର୍ବ ହୋଲି । କୋଭିଡ୍ କଟକଣା ମଧ୍ୟରେ ଘରେ ହୋଲି ପାଳନ ନେଇ ସରକାର ନିର୍ଦ୍ଦେଶ ଦେଇଛନ୍ତି । ହୋଲିକୁ ଦୃଷ୍ଟିରେ ରଖି ଆସନ୍ତାକାଲି ପୂର୍ବାହ୍ନରେ ମୋ ବସ୍ ଗଡ଼ିବ ନାହିଁ । ଏନେଇ କ୍ରୁଟ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
? ??????
On #Holi (???? ?????,????) #Mobus? will remain off roads in the first half of the day.Service will resume ? ?? onwards with thin frequency.
Physical pass counter at Master Canteen terminal will remain closed tomorrow.
— Capital Region Urban Transport (@CRUT_BBSR) March 28, 2021
ସୋମବାର ଅପରାହ୍ଣ ୩ଟା ପରେ ଯାଇ ମୋ ବସ୍ ଗଡ଼ିବ । ଏଥିସହ ମାଷ୍ଟର କ୍ୟାଣ୍ଟିନ୍ ବସ୍ ଟର୍ମିନାଲରେ ଥିବା ପାସ୍ କାଉଣ୍ଟର ଆସନ୍ତାକାଲି ବନ୍ଦ ରହିବ । ହୋଲିକୁ ଦୃଷ୍ଟିରେ ରଖି କ୍ୟାପିଟାଲ୍ ରିଜନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ କ୍ରୁଟ୍ ଏଭଳି ନିଷ୍ପତ୍ତି ନେଇଛି ।
Comments are closed.