Latest Odisha News

BREAKING NEWS

Browsing Tag

Holi

ଓଲିଉଡ କଳାକାରଙ୍କ ସହ ହୋଲି ଖେଳିଲେ କିସ୍ ଛାତ୍ରଛାତ୍ରୀ

ଭୁବନେଶ୍ୱର: କରୋନା ମହାମାରୀ ପରେ ପ୍ରଥମ ଥର ଲାଗି ହୋଲି ପର୍ବ ମଙ୍ଗଳବାର କିସରେ ପାଳିତ ହୋଇଯାଇଛି । ଏଥିପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ପରିଲକ୍ଷିତ ହୋଇଥିଲା । ବିଶିଷ୍ଟ ଓଡ଼ିଆ ସିନେ ତାରକା, ସାହିତ୍ୟିକ, କଳାକାର, ବ୍ୟଙ୍ଗକାର, ବୁଦ୍ଧିଜୀବୀ, ସମାଲୋଚକ,…

କାଳ ହେଲା ହୋଲି ଖେଳ, ବ୍ରାହ୍ମଣୀରେ ଗାଧୋଇବାକୁ ଯାଇ ପ୍ରାଣ ହାରିଲେ ୨ ଭାଇ

କେନ୍ଦ୍ରାପଡ଼ା/ବଲାଙ୍ଗିର: ରଙ୍ଗର ପର୍ବ ହୋଲିରେ ଅଘଟଣ । ହୋଲି ଖେଳି ଗାଧୋଇବାକୁ ଯାଇଥିବା ୨ ଭାଇଙ୍କ ମୃତ୍ୟୁ ହୋଇଛି । ହୋଲି ଖେଳି ସାରି କେନ୍ଦ୍ରାପଡ଼ା ଜିଲ୍ଲା କେଶପୁର ପଞ୍ଚାୟତ ମୂଷାଡିହ ଗାଁର ୨ ଭାଇ ନିକଟସ୍ଥ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ବେଳେ ବ୍ରାହ୍ମଣୀରେ…

ଆଜି ରଙ୍ଗର ପର୍ବ ହୋଲି; ଗାଁ ଠୁ ସହର ସବୁଠି ଜମୁଛି ହୋଲିର ଆସର

ଆଜି ହେଉଛି ରଙ୍ଗ ଓ ଭାଇଚାରାର ପର୍ବ ହୋଲି । ଆନନ୍ଦ, ଉଲ୍ଲାସର ସହ ପରସ୍ପରକୁ ଅବିର ଓ ରଙ୍ଗ ଲଗାଇବେ । କିଛି ସମୟ ପାଇଁ ହେଉ ପଛେ ସମସ୍ତେ ଭୂଲିଯାଆନ୍ତି ଦୁଃଖ ଓ କଷ୍ଟ  । ରଙ୍ଗ ଖେଳିବା ସହ ସମସ୍ତେ ମଜ୍ଜି ଯାଆନ୍ତି ନାଚ ଗୀତରେ । ଆଉ ନିଜକୁ ହଜାଇଦେବେ ଫଗୁଣର ଫଗୁ  ରଙ୍ଗରେ  । ଏଥିସହ…

ଗତବର୍ଷର ଅଘଟଣ ପାଇଁ ଚଳିତ ବର୍ଷ ହୋଲିରେ ଗାଁ ପାଲଟିଛି ରଙ୍ଗହୀନ

ଯାଜପୁର : ରଙ୍ଗର ପର୍ବ ହେଉଛି ହୋଲି ପର୍ବ । ଯେଉଁ ହୋଲି ରଙ୍ଗ ରେ ରଙ୍ଗିନ ହେଉଥିଲା ପୁରା ଗାଁ , ଆଜି ସେହି ଗାଁ ପାଲଟିଛି ସମ୍ପୂର୍ଣ୍ଣ ରଙ୍ଗହୀନ । ସମସ୍ତଙ୍କ ଆଖିରେ ଲୁହ ଆଉ ମନରେ କୋହ । ଗାଁରେ କେବଳ ଗୋଟିଏ ଚର୍ଚ୍ଚା, ଗୋଟିଏ ଦିନରେ ଆରପାରିକୁ ଚାଲିଗଲେ ୬ ଭାଇ  । ଆମେ କହୁଛୁ…

ହୋଲି ପାଇଁ ପ୍ରବଳ ଭିଡ଼, ଗୋଟିଏ କୋଚରେ ଚଢ଼ିଲେ ୪୦୦ ଯାତ୍ରୀ, ତା’ପରେ…

ନୂଆଦିଲ୍ଲୀ: ଦେଶରେ ପର୍ବ ପର୍ବାଣୀ ସମୟରେ ଟ୍ରେନ୍ ଯାତ୍ରାରେ ବେଶ୍ ଭିଡ଼ ପରିଲକ୍ଷିତ ହୁଏ । ଆଉ ଏବେ ହୋଲିକୁ ନେଇ ବେଶ୍ ଭିଡ଼ ହେଉଛି ଟ୍ରେନ୍ ଗୁଡ଼ିକରେ । ରେଲୱେ ପକ୍ଷରୁ ଏକାଧିକ ସ୍ପେଶାଲ୍ ଟ୍ରେନ୍ ଚଳା ଯାଉଥିଲେ ମଧ୍ୟ ଏହା ପର୍ବ ପର୍ବାଣୀ ଭିଡ଼କୁ କମାଇ ପାରୁ ନାହିଁ । ଯାହା ଦେଖିବାକୁ…

ହୋଲିରେ କେଉଁ ଜିଲ୍ଲାକୁ ରହିଛି ବର୍ଷା ସମ୍ଭାବନା ?

ଭୁବନେଶ୍ୱର: ବର୍ଷାରେ ଭିଜିବ ରଙ୍ଗର ପର୍ବ ହୋଲି । ଆସନ୍ତାକାଲି ଠାରୁ ରାଜ୍ୟରେ ବର୍ଷା ଲାଗି ରହିବ । ବିଭିନ୍ନ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ୧୧ ତାରିଖ ଯାଏ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ରାଜ୍ୟରେ ୭ ରୁ ୧୦ ତାରିଖ ଯାଏ ପଶ୍ଚିମା ଝଡ଼ ପ୍ରଭାବ…

କାହିଁକି ପାଳନ କରାଯାଏ ହୋଲି ? ଏହା ପଛର କ’ଣ ରହିଛି ରହସ୍ୟ…

ରଙ୍ଗର ପର୍ବ ହୋଲି ପର୍ବ। ଫଗୁଣ ମାସରେ ପୂର୍ଣ୍ଣିମା ତିଥିରେ ପାଳନ କରାଯାଏ ହୋଲି ପର୍ବ । ଏହି ଦିନକୁ ସମସ୍ତେ ବଡ଼ ଆନନ୍ଦର ସହ ପାଳନ କରିଥାଆନ୍ତି । ସମସ୍ତେ ସାଙ୍ଗ, ସାଥୀଙ୍କ ସହ ମିଶି ରଙ୍ଗ ଖେଳିବା ସହିତ ଫଗୁଣର ଗୀତ ବୋଲି ଖୁବ୍ ମଜା କରିଥାନ୍ତି। ତେବେ ହୋଲି ପର୍ବ ପାଳନ ପଛରେ ଭିନ୍ନ…

ହୋଲି ପୂର୍ବରୁ ବାର୍ଡ ଫ୍ଲୁ ଆତଙ୍କ, ୪୦୦ରୁ ଅଧିକ କୁକୁଡ଼ା ମୃତ

ରାଞ୍ଚି: ହୋଲି ପୂର୍ବରୁ ବାର୍ଡ ଫ୍ଲୁ ଆତଙ୍କ ଦେଖା ଦେଇଛି । ୪୦୦ରୁ ଅଧିକ କୁକୁଡ଼ାଙ୍କ ମୃତ୍ୟୁ ହୋଇଥିବା ବେଳେ ବାର୍ଡ ଫ୍ଲୁ ଆଶଙ୍କା କରାଯାଉଛି । ଝାଡ଼ଖଣ୍ଡରେ ଏକାଧିକ କୁକୁଡ଼ାଙ୍କ ମୃତ୍ୟୁ ପରେ ପଶୁପାଳନ ବିଭାଗ ବୋକାରୋରେ ଲୋକଙ୍କୁ ସତର୍କ କରାଇଛି । ପଶୁପାଳନ ବିଭାଗର ଏକ ଟିମ୍…

ଏକତାର ପର୍ବ ରଙ୍ଗ ମହୋତ୍ସବ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ ଧରାପୃଷ୍ଠକୁ ଋତୁରାଜ ବସନ୍ତର ଆଗମନ । ନୂତନ ଶିହରଣ ଜଗାଇ ପାରିବା ଭଳି ଶକ୍ତିରେ ଶକ୍ତିମନ୍ତ ବସନ୍ତ । ମୃଦୁ ମଳୟ , ଦୂର ଦିଗନ୍ତରେ ନାଲି ନେଳି କିଶଳୟ ହସ, ସୋରିଷ ଫୁଲର ଲହଡ଼ି, ସୁମନ ସୁରଭିତ ବାସ୍ନା ଦିଗ ଚହଟାଇ ପ୍ରକୃତିର ଜୟ ଗାନ କରୁଥିବା ବେଳେ…

ନିଆରା ପରମ୍ପରା, ହୋଲିରେ ଗଧ ଉପରେ ବସନ୍ତି ନବବିବାହିତ ଜ୍ୱାଇଁ ପୁଅ

ଭୁବନେଶ୍ୱର: ଶୀତ ଋତୁର ଅନ୍ତ ଓ ଗ୍ରୀଷ୍ଣ ଋତୁର ପ୍ରାରମ୍ଭରେ ପଡିଥାଏ ହୋଲି ପର୍ବ । ଭାରତର କୋଟିକୋଟି ହିନ୍ଦୁଧର୍ମୀ ଏହି ଦିନ ପରସ୍ପର ଦେହରେ ରଙ୍ଗ ବୋଳି ନିଜ ପରମ୍ପରାକୁ ବଜାୟ ରଖିଆସିଛନ୍ତି । ତେବେ ରାଜ୍ୟକୁ ରାଜ୍ୟ ଓ ଜିଲ୍ଲାକୁ ଜିଲ୍ଲା ହୋଲି ପର୍ବ ପାଳନ କରିବା ନେଇ ଭିନ୍ନଭିନ୍ନ…