ଭୁବନେଶ୍ୱର: ଆଜି ବିଶ୍ୱ ମାତୃ ଦିବସ । ଚାରିଆଡ଼େ ପ୍ରେରଣାଦାୟୀ ମା’ଙ୍କ ଖବର । ସବୁ ମା’ ହିଁ ତ ପ୍ରେରଣା । ତାଙ୍କର କିଛି ସାମାଜିକ, ଆର୍ଥିକ ଉପଲବ୍ଧି ଥାଉ କି ନଥାଉ । ସବୁ ମା’ କେବଳ ସନ୍ତାନଙ୍କ ପାଇଁ ନୁହେଁ ପୂରା ଦୁନିଆ ପାଇଁ ପ୍ରେରଣା ଅଟନ୍ତି ।
ତେବେ ସେମିତି କିଛି ପ୍ରେରଣାଦାୟୀଙ୍କ ମା’ଙ୍କ ଠାରୁ ଅଳ୍ପ ଦୂରକୁ ଯାଇ ଆମେ ଆଜି ଦେଖାଉଛୁ କିଛି ବ୍ୟଙ୍ଗ ମା’ । ବାସ୍ତବ ମା’ ନୁହନ୍ତି । ଏମାନେ ହେଉଛନ୍ତି ଇନଷ୍ଟାଗ୍ରାମ ମମ୍ । କିଛି କୁଲ୍ ବା ବ୍ୟଙ୍ଗ ମା’ଙ୍କ ମିମ୍ ସେୟାର ହୋଇଛି ଆଜି ସୋସିଆଲ ମିଡିଆରେ ।
ଏହି ପୋଷ୍ଟ ଗୁଡ଼ିକକୁ ବେଶ୍ ପସନ୍ଦ କରିଛନ୍ତି ନେଟିଜେନ୍ । ଦୈନନ୍ଦିଦ ଜୀବନରେ ମା’ଙ୍କ ର କିଛି ମଜାଳିଆ ଅଭ୍ୟାସ, କଥା କୁ ମିମ୍ କରାଯାଇଛି ଏଠି ।
View this post on Instagram
View this post on Instagram
View this post on Instagram
View this post on Instagram
View this post on Instagram
View this post on Instagram
View this post on Instagram
View this post on Instagram
View this post on Instagram
View this post on Instagram
View this post on Instagram
View this post on Instagram
View this post on Instagram
View this post on Instagram
View this post on Instagram
View this post on Instagram
View this post on Instagram
View this post on Instagram
View this post on Instagram
View this post on Instagram
View this post on Instagram
View this post on Instagram
View this post on Instagram
ଆମେ ବତାଇ ଦେଉଛୁ ଯେ, କୌଣସି ମା’ଙ୍କୁ ‘ଓଡ଼ିଶା ସମ୍ବାଦ’ ବ୍ୟଙ୍ଗ କରୁନି କିମ୍ବା ସମର୍ଥନ କରୁନାହିଁ । କେବଳ ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ପୋଷ୍ଟକୁ ଏଠାରେ ଲିଙ୍କ୍ କରାଯାଇଛି ।
Comments are closed.