କାମାକ୍ଷାନଗର : ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳରେ ଚାଲିଗଲା ଶିକ୍ଷକଙ୍କ ଜୀବନ । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା ତରାଜଙ୍ଗ ଗାଁ କାଜୁ ଜଙ୍ଗଲ ନିକଟରେ କାର ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ଶିକ୍ଷକଙ୍କ ମୃତ୍ୟୁ ହୋଇଯାଇଛି ।ମୃତ ଶିକ୍ଷକ ଜଣକ ହେଉଛନ୍ତି ତରାଜଙ୍ଗ ଗାଁ ର ପ୍ରକାଶ କୁମାର ସେଠୀ।ପ୍ରକାଶ କଙ୍କଡାହାଡ କେରେଜୋଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ।ସେ ଆଜି ନିଜ ଡ୍ୟୁଟି ସାରି ଘରକୁ ଫେରିବା ସମୟରେ ଏକ କାର ଧକ୍କା ଦେଇଥିଲା।ଘଟଣା ସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା।ଏନେଇ କାମାକ୍ଷାନଗର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
BREAKING NEWS
- PM Modi meets LK Advani:ଆଡଭାନୀଙ୍କ ଆଶୀର୍ବାଦ ଲୋଡ଼ିଲେ ପିଏମ୍ ମୋଦୀ;କହିଲେ- ଦେଶ ପାଇଁ ତାଙ୍କର ଅବଦାନ ଗୁରୁତ୍ୱପୂର୍ଣ୍ଣ ବୋଲି
- ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି: ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗର ନାଗରିକଙ୍କ ପାଇଁ ସରକାର ଗଠନ କଲେ କମିଶନ
- ପୁଣି ଡ୍ରପ୍ ହେଲେ ବି ଫରକ ପଡ଼ିବନି,ମନର କଥା ଖୋଲି କହିଲେ ଇଶାନ
- ପାର୍ବଣରେ ବଡ଼ ନିଷ୍ପତ୍ତି: ଦୂର୍ଗାପୂଜା, ଲକ୍ଷ୍ମୀ ପୂଜା, କାଳୀ ପୂଜା ଆୟୋଜନ ପାଇଁ ଗ୍ରାଉଣ୍ଡ ରେଣ୍ଟ ଛାଡ଼ କଲେ ମୁଖ୍ୟମନ୍ତ୍ରୀ
- ରାଜଧାନୀର ୧୯୫ ପୂଜା ମଣ୍ଡପକୁ କରାଗଲା ୩ଟି ବର୍ଗରେ ଶ୍ରେଣୀଭୁକ୍ତ; ସବୁ ପେଣ୍ଡାଲରେ ଲାଗିବ ସିସିଟିଭି
- ଗୋଟିଏ ଶରୀର, ଦୁଇଟି ମୁଣ୍ଡ: କେପ୍ କଡ୍ରେ ମିଳିଲା ଅତି ଦୁର୍ଲଭ ଦୁଇମୁଣ୍ଡିଆ କଇଁଛ
- ଇତିହାସ ଆପଣଙ୍କ ପ୍ରତି ଉଦାର ରହିବ: ଅଗରକରଙ୍କ ବିଦାୟରେ ଭାବବିହ୍ୱଳ ହେଲେ ଗମ୍ଭୀର
- ପ୍ରଧାନମନ୍ତ୍ରୀ ମୋଦୀ ହେଉଛନ୍ତି ‘ବିଷ୍ଣୁଙ୍କ ଅବତାର’ : ଭୁଟାନ ପ୍ରଧାନମନ୍ତ୍ରୀ
- Explosives dump in Dantewada:ଜଙ୍ଗଲରୁ ମାଓଡମ୍ପ୍ ଠାବ; AK-47, ବିଜିଏଲ୍ ଲଞ୍ଚର୍ ସହ ବିପୁଳ ଗୁଳିଗୋଳା ଜବତ
- ୨୦୨୭ ବିଶ୍ୱକପ୍ରେ ବୁମରା-ଭୁବନେଶ୍ୱର ଯୋଡ଼ି ?

Comments are closed.