Latest Odisha News

ଛତିଶଗଡରେ ଏନକାଉଣ୍ଟର, ଜଣେ ନକ୍ସଲ ମୃତ

ବିଜାପୁର : ଓଡିଶା-ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ନକ୍ସଲର ମୃତ୍ୟୁ ହୋଇଛି । ହରଗେଲପାଲି ଓ ବେଚ୍ଛାପାଲ ଜଙ୍ଗଲରେ ଏହି ଏନକାଉଣ୍ଟର ହୋଇଥିବା ବସ୍ତର ଆଇଜି ସୂଚନା ଦେଇଛନ୍ତି ।

ଦାନ୍ତେୱାଡା ଓ ବିଜାପୁରରେ ନକ୍ସଲ କାର୍ଯ୍ୟକଳାପ ସୂଚନା ପାଇ ସିଆରପିଏଫ୍ ଓ ଡିଆରଜି ଯବାନଙ୍କ ପକ୍ଷରୁ ମିଳିତ ଚଢଉ କରାଯାଇଥିଲା । ଚଢଉ ବେଳେ ନକ୍ସଲ ବ୍ୟବହାର କରୁଥିବା ବହୁ ସାମଗ୍ରୀ ଜବତ ହୋଇଛି ।

Leave A Reply

Your email address will not be published.