Latest Odisha News

BREAKING NEWS

ମୋଦିଙ୍କୁ ବ୍ୟକ୍ତିଗତ ଟାର୍ଗେଟ କଲେ ମମତା, ଖାଲି ଦାଢ଼ି ବଢ଼ୁଛି ଆଉ କିଛି ନୁହେଁ..

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନରେ ଟିଏମସି ମୂଖ୍ୟ ମମତା ବାନାର୍ଜୀ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବ୍ୟକ୍ତିଗତ ଟାର୍ଗେଟ କରିଛନ୍ତି । ସେ ସମାଲୋଚନା କରି କହିଛନ୍ତି ଯେ, ଶିଳ୍ପ ଏବଂ ବିକାଶ ବୃଦ୍ଧି କରାଇବା ବଦଳରେ ସେ କେବଳ ତାଙ୍କ ଦାଢ଼ି ବଢ଼ାଉଛନ୍ତି । ବିଜେପିକୁ ଆକ୍ଷେପ କରି କହିଛନ୍ତି ଦଙ୍ଗା କରିବା ଏବଂ ଶିଳ୍ପ ଅଭିବୃଦ୍ଧି ହାରକୁ ଧୀମା କରିବା ଏମାନେଙ୍କ ମୂଖ୍ୟ ଲକ୍ଷ୍ୟ ।

ମହାତ୍ମା ଗାନ୍ଧୀ, ରବୀନ୍ଦ୍ରନାଥ ଟାଗୋର ଓ ସ୍ୱାମୀ ବିବେକାନନ୍ଦଙ୍କଠାରୁ ସେ ନିଜକୁ ବଡ ମନେ କରୁଛନ୍ତି । ଦିନେ ସେ ଦେଶକୁ ମଧ୍ୟ ବିକିଦେବେ ବୋଲି ମମତା କହିଛନ୍ତି । ଏପରି କି ତାଙ୍କ ମୁଣ୍ଡରେ କିଛି ପ୍ରୋବ୍ଳେମ ଅଛି ବୋଲି କହିଥିଲେ । ୨୭ରୁ ୮ ପର୍ଯ୍ୟାୟ ବିଶିଷ୍ଟ ନିର୍ବାଚନ ପଶ୍ଚିମବଙ୍ଗରେ ଆରମ୍ଭ ହେବାକୁ ଯାଉଛି ।

Leave A Reply

Your email address will not be published.