ଭୁବନେଶ୍ୱର: ରାଜ୍ୟର ସରକାରୀ ଡିଗ୍ରୀ କଲେଜ୍ରେ ୬୦୬ ଟି ଅଧ୍ୟାପକ ପଦବୀ ପୂରଣ ପାଇଁ ଓପିଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆବେଦନକାରୀ ଓପିଏସସିର ୱେବସାଇଟ୍ ଙ୍ଗଙ୍ଗଙ୍ଗ.କ୍ଟକ୍ଟ୍ରଗ୍ଦମକ୍ଟଦ୍ଭକ୍ଷସଦ୍ଭର.ଶକ୍ଟଙ୍ଖ.ସଦ୍ଭରେ ଆବେଦନ କରିପାରିବେ ।
ପଦବୀ ବାବଦରେ ସୂଚନା
ଆନ୍ଥ୍ରୋପଲୋଜି- ୬
ବଟାନୀ- ୪୮
କେମେଷ୍ଟ୍ରି- ୮୫
କମର୍ସ-୩୦
ଇକୋନମିକ୍ସ-୪୦
ଏଜୁକେସନ-୨୦
ଇଂଲିଶ- ୪୪
ଏନଭିରୋମେଂଟାଲ ସାଇନ୍ସ- ୫
ଜୋଗ୍ରାଫି- ୧୦
ହିଷ୍ଟ୍ରି- ୩୦
ଲଜିକ ଆଣ୍ଡ ଫିଲୋସଫି- ୧୦
ମ୍ୟାଥମେଟିକ୍ସ- ୬୩
ଓଡିଆ- ୨୫
ଫିଜିକ୍ସ- ୭୫
ପଲିଟିକାଲ ସାଇନ୍ସ – ୧୦
ସାଇକୋଲଜି- ୧୪
ଲାଇଫ୍ ସାଇନ୍ସ- ୩
ଜୁଲୋଜି -୬୮
ଶିକ୍ଷାଗତ ଯୋଗ୍ୟତା
ମାଷ୍ଟର ଡିଗ୍ରୀ ( ୫୫ ପ୍ରତିଶତ ମାର୍କ କିମ୍ବା ଡିଗ୍ରୀରେ ସେକେଣ୍ଡ କ୍ଲାସ )
ଆବେଦନକାରୀ ନେଟ୍ ପାସ୍ କରିଥିବେ କିମ୍ବା ନିର୍ଦ୍ଦିଷ୍ଟ ବିଷୟରେ ପିଏଚ୍ଡି
ଓଡିଆରେ ଭାଷାଜ୍ଞାନ ଅବଶ୍ୟକ । ସ୍କୁଲରେ ଓଡିଆ ବିଷୟ ରଖି ପାସ୍ ଆବଶ୍ୟକ ।
ବୟସ
ଜାନୁଆରୀ ୧, ୨୦୨୦ ସୁଦ୍ଧା ଆବେଦନକାରୀଙ୍କ ବୟସ ୨୧ ରୁ ୪୮ ବର୍ଷ ମଧ୍ୟରେ ରହିଥିବା ଆବଶ୍ୟକ ।
ଆପ୍ଲିକେସନ ଫି
ଆବେଦନକାରୀଙ୍କ ପାଇଁ ଫି-୪୦୦ ଟଙ୍କା
ଏସସି/ଏସସି/ଭିନ୍ନକ୍ଷମଙ୍କ ପାଇଁ କୌଣସି ଫି ନାହିଁ
ନିଯୁକ୍ତି ପ୍ରକ୍ରିୟା
ସର୍ଟଲିଷ୍ଟ କରାଯିିବା ପରେ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ମେରିଟ୍ ଲିଷ୍ଟ ପ୍ରକାଶ କରାଯିବ ।
ସର୍ଟଲିଷ୍ଟ କରାଯାଇଥିବା ପ୍ରାର୍ଥୀଙ୍କୁ ସାକ୍ଷାତକାର ପାଇଁ ଡକାଯିବ ।
କେମିତି ଆବେଦନ କରିବେ
ଆବେଦନକାରୀ ଓପିଏସସିର ୱେବସାଇଟ୍ ଙ୍ଗଙ୍ଗଙ୍ଗ.କ୍ଟକ୍ଟ୍ରଗ୍ଦମକ୍ଟଦ୍ଭକ୍ଷସଦ୍ଭର.ଶକ୍ଟଙ୍ଖ.ସଦ୍ଭରେ ଆବେଦନ କରିପାରିବେ ।
ଅନଲାଇନ୍ ଆବେଦନ କରିବା ବେଳେ ଆବେଦନକାରୀ ସମସ୍ତ ଡକ୍ୟୁମେଂଟ୍ ଦେବା ଜରୁରୀ ।
ଅନଲାଇନରେ ଆପ୍ଲିକେସନ ସବମିଟ୍ କରିବା ପରେ ରେଜିଷ୍ଟ୍ରେସନ ଆଇଡି ସହ ଫାଇନାଲ ପ୍ରିଂଟ୍ ଆଉଟ ଜରୁରୀ
ଗୁରୁତ୍ୱପୂର୍ଣ୍ଣ ତାରିଖ
-ଫେବ୍ରୁଆରୀ ୮, ୨୦୨୦ରୁ ଅନଲାଇନରେ ଆପ୍ଲିକେସନ ଉପଲବ୍ଧ
-ଆବେଦନ କରିବାର ଶେଷ ତାରିଖ ମାର୍ତ୍ତ ୨ ତାରିଖ ୨୦୨୦
-ଆପ୍ଲିକେସନ ଫି ଦାଖଲ କରିବାର ଶେଷ ତାରିଖ ମାର୍ଚ୍ଚ ୬ ତାରିଖ ୨୦୨୦
BREAKING NEWS
- ହିଣ୍ଡାଲ୍କୋର ମୀନାକ୍ଷୀ କୋଇଲା ଖଣି ପାଇଁ ଜନଶୁଣାଣି; ମିଳିଲା ପ୍ରବଳ ଜନ ସମର୍ଥନ
- ବୁଡ଼ିଲା ପୋଲ..ମାଲକାନଗିରି -କାଲିମେଳା ଯୋଗାଯୋଗ ବିଚ୍ଛିନ୍ନ;ଏପଟେ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
- ଆସୁଛି ପାର୍ବଣ ଋତୁ… ବିଦ୍ୟୁତ ସୁରକ୍ଷା ନେଇ ସତର୍କତାମୂଳକ ନିର୍ଦ୍ଦେଶାବଳୀ ଜାରି କଲା ଟିପିଏସ୍ଓଡିଏଲ୍
- ଗୋଡ଼ ବାରମ୍ବାର ଝିମ୍ଝିମ୍ ହେଉଛି କି? ପିମ୍ପୁଡ଼ି ଚାଲିଲା ଭଳି ଲାଗୁଥିଲେ ଜାଣନ୍ତୁ ପ୍ରକୃତ କାରଣ ଓ ଘରୋଇ ଉପଚାର
- ଅଣ୍ଡା ଚୋପା ଛଡ଼ାଇବାରେ ହେଉଛି କି ଅସୁବିଧା? ପାଣିରେ ମିଶାନ୍ତୁ ଏହି ଗୋଟିଏ ଜିନିଷ, ସହଜରେ ବାହାରି ଆସିବ ଚୋପା
- ରିଲ୍ସ କରି ବନ୍ଧା ହେଲେ ୮ ଜଣ; ହାତରେ ଛୁରି ଧରି ଭିଡ଼ିଓ…
- ବିଶ୍ୱ ବାଣିଜ୍ୟ ପାଇଁ ସମୁଦ୍ର ପଥର ସୁରକ୍ଷା ଜରୁରୀ: ବ୍ରିକ୍ସ ମଞ୍ଚରୁ ଆମେରିକା ଓ ଇରାନକୁ ମୋଦିଙ୍କ ପରୋକ୍ଷ ବାର୍ତ୍ତା
- ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ମାଗିଲେ ତେଲକୋଇ ବିଧାୟକ ଫକୀର ମୋହନ ନାଏକ
- ରାଜସ୍ୱ ପର୍ଷଦର ନୂଆ ୱେବସାଇଟ୍ ଲୋକାର୍ପିତ: ମାମଲା ଫଇସଲା ହେବ ତ୍ୱରିତ ଓ ସ୍ୱଚ୍ଛ
- ବନ୍ଦେ ମାତରମ୍ ବିବାଦ:କଂଗ୍ରେସ ଉପରେ ବର୍ଷିଲେ ଓମାର ଅବଦୁଲ୍ଲା

Comments are closed.