Latest Odisha News

ଟିକାକରଣରେ ରେକର୍ଡ; ୧୫ରୁ ୧୮ ବର୍ଷ ବୟସ ମଧ୍ୟରେ ୨ କୋଟିରୁ ଅଧିକ ଟିକାକରଣ

ନୂଆଦିଲ୍ଲୀ: ୧୫ରୁ ୧୮ ବର୍ଷ ବୟସର ପିଲାଙ୍କ ଟିକାକରଣରେ ରେକର୍ଡ। ୧୫ରୁ ୧୮ ବର୍ଷ ମଧ୍ୟରେ ୨ କୋଟିରୁ ଅଧିକ ପିଲା ଟିକାକରଣ କରିଥିବା ଜଣାପଡ଼ିଛି। ଏକ ସପ୍ତାହ ତଳେ ଆରମ୍ଭ ହୋଇଥିବା ଏହି ଟିକାକରଣ ଅଭିଯାନ ଏକ ନୂଆ ମାଇଲିଖୁଣ୍ଟ ହାସଲ କରିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ଶନିବାର କହିଛନ୍ତି।

ରିପୋର୍ଟ ଅନୁଯାୟୀ ଦେଶରେ ମୋଟ ଟିକାକରଣ ସଂଖ୍ୟା ୧୫୦.୬୧ ଅତିକ୍ରମ କରିଛି।

ସ୍ବାସ୍ଥ୍ୟମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି ଯେ, “ଗ୍ରେଟ୍ ଗୋଇଙ୍ଗ୍, ମାଏ ୟଙ୍ଗ ଫ୍ରେଣ୍ଡସ୍। ୧୫ରୁ ୧୮ ବର୍ଷ ବୟସ ମଧ୍ୟରେ ୨ କୋଟିରୁ ଅଧିକ ପିଲା କୋଭିଡ୍-୧୯ ଟିକା ଗ୍ରହଣ କରିଛନ୍ତି।

Leave A Reply

Your email address will not be published.