ନୂଆଦିଲ୍ଲୀ: ଆସାମରେ ମହାମାରୀର ଦ୍ୱିତୀୟ ତରଙ୍ଗ ସମୟରେ ୧୮ ବର୍ଷରୁ କମ୍ ବୟସର ୩୪,୦୬୬ ପିଲା କରୋନା ସଂକ୍ରମିତ ହୋଇଛନ୍ତି। ଏ ନେଇ ରାଜ୍ୟର ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।
ଚଳିତ ବର୍ଷ ଏପ୍ରିଲରୁ ରିପୋର୍ଟ ହୋଇଥିବା ମୋଟ ମାମଲାର ଏହା ୨ ପ୍ରତିଶତ ଅଟେ।
ମୋଟ ୫,୭୫୫ ମାମଲା ପାଞ୍ଚ ବର୍ଷରୁ କମ୍ ଶିଶୁ ହୋଇଥିବାବେଳେ ୨୮,୮୫୧ଟି ମାମଲା ୬ ରୁ ୧୮ ବର୍ଷ ମଧ୍ୟରେ ରହିଛି।
Comments are closed.