Latest Odisha News

BREAKING NEWS

ଗୁଜୁରାଟ ମନ୍ତ୍ରୀ, କଂଗ୍ରେସ ବିଧାୟକ ପାଇଲେ ‘ଶ୍ରେଷ୍ଠ ବିଧାୟକ ପୁରସ୍କାର’

ଗାନ୍ଧୀନଗର: ଗୁଜୁରାଟ ଶିକ୍ଷା ମନ୍ତ୍ରୀ ଭୁପେନ୍ଦ୍ରସିନ ଚୁଡାସାମାଙ୍କୁ ୨୦୨୦ ପାଇଁ ଶ୍ରେଷ୍ଠ ବିଧାୟକ ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି ଗୁରୁବାର ଦିନ ବିଧାନସଭାରେ କଂଗ୍ରେସ ବିଧାୟକ ମୋହନସିନ୍ହ ରଥଭା ୨୦୧୯ ପାଇଁ ଏହି ସମ୍ମାନ ଗ୍ରହଣ କରିଛନ୍ତି। ଗୁଜୁରାଟ ବିଧାନସଭା ବାଚସ୍ପତି…

ଆସନ୍ତାକାଲି ଓଡିଶାର ଏସବୁ ଜିଲ୍ଲାରେ ବର୍ଷା ଆଶଙ୍କା

ଭୁବନେଶ୍ୱର: ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ଏବଂ କନ୍ଧମାଳ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଶୁକ୍ରବାର ଦିନ ତଥା (ସେପ୍ଟେମ୍ବର ୨୫) ରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଆକଳନ କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହାସହ ବାଲେଶ୍ୱର,…

ନାଳରୁ ବାହାରିଲା ବିରାଟକାୟ ମୂଷା; ଦେଖନ୍ତୁ ଭାଇରାଲ ଭିଡ଼ିଓ

ମେକ୍ସିକୋ : ମେକ୍ସିକୋ ନାଳରୁ ମିଳିଲା ଏକ ବିରାଟକାୟ ମୂଷା । ଯାହାର ଆକାର ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ । ମେକ୍ସିକୋ ସିଟି ରାସ୍ତାରେ ଏକ ବିରାଟ 'ମୂଷା' ଦେଖିବାକୁ ମିଳିଥିଲା। ​​ ମେକ୍ସିକୋ ସହରରରେ ଥିବା ଭୂତଳ ଜଳ ନିଷ୍କାସନ ବ୍ୟବସ୍ଥାକୁ ସଫା କରୁଥିବା ଶ୍ରମିକମାନେ ସେଠାରେ ଏକ…

ବିବାହର ୩ ସପ୍ତାହ ନପୁରୁଣୁ ନିଜ ସ୍ୱାମୀଙ୍କ ସହ ସବୁ ସମ୍ପର୍କ ଭାଙ୍ଗିବେ ପୁନମ ପାଣ୍ଡେ

ମୁମ୍ବାଇ: ନିଜ ତିନି ସପ୍ତାହର ବିବାହକୁ ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି ପୁନମ ପାଣ୍ଡେ । ହନିମୁନ୍‌ରେ ତାଙ୍କ ଉପରେ ଆକ୍ରମଣ ହେବା ପରେ ସେ ନିଜ ସ୍ୱାମୀ ସାମ୍ ବମ୍ବେଙ୍କ ସହ ବିବାହ ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୁମ୍ବାଇ ମିରର୍ ର ରିପୋର୍ଟ ଅନୁଯାୟୀ ପୁନମ କହିଛନ୍ତି ଯେ,…

କୃଷକମାନଙ୍କ ପରେ, ଶ୍ରମିକ/କର୍ମଚାରୀଙ୍କୁ ଟାର୍ଗେଟ କରୁଛି ମୋଦୀ ସରକାର: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ମୁଖ୍ୟ ରାହୁଲ ଗାନ୍ଧୀ ସଂସଦ ଦ୍ୱାରା ପାରିତ ହୋଇଥିବା ତିନୋଟି ଶ୍ରମ ସଂସ୍କାର ବିଲ୍ ଉପରେ ଗୁରୁବାର ସରକାରଙ୍କୁ ଆକ୍ରମଣ କରିଛନ୍ତି। ବୁଧବାର ସଂସଦ ତିନୋଟି ପ୍ରମୁଖ ଶ୍ରମ ସଂସ୍କାର ବିଲ୍ ଅନୁମୋଦନ କରିଛି ଯାହା କମ୍ପାନୀଗୁଡିକ ବନ୍ଦ କରିବାରେ ବାଧା ଦୂର…

ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଡିନ୍ ଜୋନ୍ସଙ୍କ ଦେହାନ୍ତ

ମୁମ୍ବାଇ: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଡିନ୍ ଜୋନ୍ସଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ୫୯ ବର୍ଷ ବୟସ ହୋଇଥିଲା। ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଅଷ୍ଟ୍ରେଲିଆର ପୂର୍ବତନ ଦ୍ରୁତ ବୋଲର ବ୍ରେଟ୍ ଲି ଏସମ୍ପର୍କରେ ସୂଚନା ଦେଇଛନ୍ତି। ଏନଡିଟିଭିର…

ଲାଞ୍ଚ ନେଲା ବେଳେ ଧରାପଡିଲେ ମିଲିଟାରୀ ଇଞ୍ଜିନିୟରିଂ ସର୍ଭିସର କନିଷ୍ଠ ଯନ୍ତ୍ରୀ

ପାରାଦ୍ବୀପ: ସିବିଆଇ ହାତରେ ମିଲିଟାରୀ ଇଞ୍ଜିନିୟରିଂ ସର୍ଭିସର ଇଲେକ୍ଟ୍ରିକାଲ୍ ଜେଇ ରାଜୀବ ରଞ୍ଜନ ରେଡ୍ଡୀ। ଜଣେ ଠିକାଦାରଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଛି ସିବିଆଇ।ଠିକାଦାର ର ୬ ଜଣ ପିଲାଙ୍କୁ କାମ କରିବା ପାଇଁ ଅନୁମତି ଦେବାକୁ ନେଉଥିଲେ ଲାଞ୍ଚ। ପାରାଦ୍ବୀପ ରେ…

ଆହ୍ଲାବାଦ ହାଇକୋର୍ଟର ନାମ ପରିବର୍ତ୍ତନ ଆବେଦନକୁ ଖାରଜ କଲେ ଖୋଦ ହାଇକୋର୍ଟ

ଲକ୍ଷ୍ନୌ: ଆହ୍ଲାବାଦ ହାଇକୋର୍ଟ ନିଜକୁ ନାମ ପରିବର୍ତ୍ତନ କରିବା ପାଇଁ ଏକ ଆବେଦନକୁ ଖାରଜ କରିଦେଇଛନ୍ତି। ହାଇକୋର୍ଟର ଏକ ଲକ୍ଷ୍ନୌ ବେଞ୍ଚ ଏକ ଜନସ୍ୱାର୍ଥ ମକଦ୍ଦମା ଆକାରରେ ଦାଖଲ ହୋଇଥିବା ଏହି ମକଦ୍ଦମାକୁ ଖାରଜ କରି ଏହାକୁ ଏକ ପ୍ରଚାର ଷ୍ଟଣ୍ଟ ମକଦ୍ଦମା ବୋଲି କହିଛି। ଓକିଲ ଅଶୋକ…

କାହିଁକି ବନ୍ଦ ଡାକରା ଦେଲା ବଲାଙ୍ଗୀର କରୋନା ନିୟାମକ କମିଟି, ପଢ଼ନ୍ତୁ

ବଲାଙ୍ଗୀର: ବଲାଙ୍ଗୀରରେ କୋଭିଡ ମାମଲାରେ କ୍ରମାଗତ ବୃଦ୍ଧି ହେତୁ ଚିନ୍ତାରେ ନବନିର୍ମିତ କରୋନା ନିୟାମକ କମିଟି ପକ୍ଷରୁ ଶୁକ୍ରବାର ଠାରୁ ଏକ ସପ୍ତାହ ପର୍ଯ୍ୟନ୍ତ ଜିଲ୍ଲାର ବାଣିଜ୍ୟ ପ୍ରତିଷ୍ଠାନଗୁଡ଼ିକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି । ବ୍ୟବସାୟୀ ସଂଘ, ରାଜନୈତିକ ଦଳ, ନାଗରିକ…

ଚିନ୍ତା ବଢାଉଛି ସ୍ଥାନୀୟ ସଂକ୍ରମଣ; ଭୁବନେଶ୍ୱରରେ ଆଜି ୩୪୯ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୩୪୯ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ଆକ୍ରାନ୍ତଙ୍କ ମଧ୍ୟରେ ୧୨୦ କ୍ୱାରେଣ୍ଟାଇନ୍ ଏବଂ…