Latest Odisha News

BREAKING NEWS

କୋଇଲା ମାଫିଆଙ୍କ ଆକ୍ରମଣରେ ଦୁଇ ଆରପିଏଫ୍ କର୍ମଚାରୀ ଲହୁଲୁହାଣ

ଭଦ୍ରକ: କୋଇଲା ଚୋରି ରୋକିବାକୁ ଯାଇଥିବା ଆରପିଏଫ୍ କର୍ମଚାରୀଙ୍କୁ ସଂଘବଦ୍ଧ ଆକ୍ରମଣ । କୋଇଲା ମାଫିଆଙ୍କ ଆକ୍ରମଣର ଶିକାର ହୋଇଛନ୍ତି ଦୁଇ ଜଣ ଆରପିଏଫ୍ କର୍ମଚାରୀ । ଭଦ୍ରକ ଜିଲ୍ଲା ଧାମରା ଅନ୍ତର୍ଗତ ନାଲଗୁଣ୍ଡା ପାଳଶପୁରରେ ଏଭଳି ଘଟଣା ଦେଖିବାକୁ ମିଳିଛି । କୋଇଲା ମାଫିଆଙ୍କ ଆକ୍ରମଣରେ…

ଜରୁରୀକାଳୀନ ବ୍ୟବହାର ପାଇଁ ଦେଶରେ ଆଉ ଏକ ଟିକାକୁ ମିଳିପାରେ ମଞ୍ଜୁରୀ

ନୂଆଦିଲ୍ଲୀ: ଦେଶରେ ଅନ୍ୟ ଏକ କରୋନା ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ ମିଳିପାରେ। ଜଣେ ସରକାରୀ ଅଧିକାରୀଙ୍କ କହିବାନୁସାରେ, ଦେଶରେ ରୁଷିଆ ଟିକା 'ସ୍ପୁଟନିକ୍‌ ଭି'ର ଟିକାକରଣର ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ କରିବା ପାଇଁ  SEC ଏକ ଗୁରୁତ୍ୱପୂର୍ଣ୍ଣ ବ‌ୈଠକ କରିବାକୁ…

ରାଜ୍ୟର ୭ଟି ସହରରେ ବଢୁଛି ପ୍ରଦୂଷଣର ମାତ୍ରା

ଭୁବନେଶ୍ୱର: ଦିନକୁ ଦିନ ବୃଦ୍ଧି ପାଉଥିବା ଯାନବାହାନ ଓ ଅନ୍ୟାନ୍ୟ କାରଣ ଯୋଗୁଁ ଓଡିଶାର ୭ଟି ସହରରେ ବାୟୁ ପ୍ରଦୂଷଣ ସ୍ତର ବଢିବାରେ ଲାଗିଛି। ଯାହା ରାଜ୍ୟ ପାଇଁ ଏକ ଉଦବେଗ ଜନକ ସ୍ଥିତି ପାଲଟିଛି। ସାତଟି ସହରର ବାୟୁରେ PM10 ଏବଂ PM2.5 ପରି ବିପଜ୍ଜନକ ବାୟୁ ପ୍ରଦୂଷକ ପଦାର୍ଥର ମାନ…

ଏକାମ୍ର କ୍ଷେତ୍ର ବାଇ ଲ’ ବିବାଦ: ପୁଣି ଅଶୋକ ପଣ୍ଡା-ଅପରାଜିତା ଷଡ଼ଙ୍ଗୀ ବାକଯୁଦ୍ଧ

ଭୁବନେଶ୍ୱର: ଏକାମ୍ରକ୍ଷେତ୍ର ବାଇ-ଲ’ ପ୍ରସଙ୍ଗକୁ ନେଇ ଥମୁନି ରାଜନୈତିକ ବୟାନବାଜି । ପୁଣି ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଟାର୍ଗେଟ କରିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ସେ ୪ଟି ପ୍ରଶ୍ନ ପଚାରିଛନ୍ତି । ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି, ସଂସଦରେ ନିଜ ଅଞ୍ଚଳ ସମସ୍ୟା କାହିଁକି ଉଠାଇଲେନି…

ବାଇଡେନ୍‌ ଦଳରେ ସାମିଲ୍‌ ହେଲେ ଭାରତୀୟ-ଆମେରିକୀୟ ଆଇନଜୀବୀ କିରଣ ଅହୁଜା

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଭାରତୀୟ-ଆମେରିକୀୟ ଆଇନଜୀବୀ ତଥା ଅଧିକାର କର୍ମୀ କିରଣ ଅହୁଜାଙ୍କୁ ଅଫିସ୍ ଅଫ୍ ପର୍ସୋନେଲ୍‌ ମ୍ୟାନେଜମେଣ୍ଟ କାର୍ଯ୍ୟାଳୟର ମୁଖ୍ୟ ଭାବରେ ମନୋନୀତ କରିଛନ୍ତି। ଯାହା ଆମେରିକାର ଦୁଇ ଲକ୍ଷରୁ ଅଧିକ ସରକାରୀ କର୍ମଚାରୀଙ୍କୁ ପରିଚାଳନା କରିଥାଏ।…

ଏହି ୫ ରାଜ୍ୟର ଲୋକଙ୍କ ଦିଲ୍ଲୀ ପ୍ରବେଶ ଉପରେ କଟକଣା, କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ

ନୂଆଦିଲ୍ଲୀ: କରୋନା ପାଇଁ ପୁଣି କଡ଼ାକଡ଼ି ହେଲାଣି କଟକଣା । ୫ଟି ରାଜ୍ୟର ଲୋକଙ୍କ ଦିଲ୍ଲୀ ପ୍ରବେଶ ଉପରେ ଲାଗିଲା କଟକଣା । କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇଲେ ଏଣ୍ଟ୍ରି ଅନୁମତି ମିଳିବ । ଏହି ୫ଟି ରାଜ୍ୟ ହେଲା ମହାରାଷ୍ଟ୍ର, କେରଳ, ଛତିଶଗଡ଼, ମଧ୍ୟପ୍ରଦେଶ ଓ ପଞ୍ଜାବ । ଏସବୁ ରାଜ୍ୟରେ…

‘ତାଣ୍ଡବ’କୁ ନେଇ ଆମାଜନ୍‌ ପ୍ରାଇମ ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପୋଲିସର ଜେରା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ପୋଲିସ ମଙ୍ଗଳବାର ଦିନ ଆମାଜନର ଜଣେ ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପ୍ରାୟ ଚାରି ଘଣ୍ଟା ଧରି ପଚରାଉଚରା କରିଛି ଯେ ପ୍ରାଇମ ଭିଡିଓରେ ଏହାର ଏକ ରାଜନୈତିକ ଡ୍ରାମା ଧାର୍ମିକ ଭାବନାକୁ ଆଘାତ ଦେଇଛି ଏବଂ ଜନସାଧାରଣଙ୍କ ମଧ୍ୟରେ କ୍ରୋଧ ସୃଷ୍ଟି କରିଛି।…

ବିବାହ ବାର୍ଷିକୀରେ କାଜୋଲଙ୍କୁ ଏହି ବିଶେଷ ଉପହାର ଦେଲେ ଅଜୟ

ନୂଆଦିଲ୍ଲୀ: ବଲିଉଡର ଲୋକପ୍ରିୟ କପଲ୍‌ ଷ୍ଟାର୍‌ ଅଜୟ ଦେବଗନ୍ ଏବଂ କାଜୋଲ ବୁଧବାର ସେମାନଙ୍କର ୨୨ ତମ ବିବାହ ବାର୍ଷିକୀ ପାଳନ କରୁଛନ୍ତି। ଫେବୃଆରୀ ୨୪, ୧୯୯୯ ରେ ଏହି ଦମ୍ପତି ବିବାହ କରିଥିଲେ। ଏହି ଦିନକୁ ସ୍ୱତନ୍ତ୍ର କରିବା ପାଇଁ ଅଜୟ ଦେବଗନ ଏକ କଷ୍ଟୋମାଇଜ୍ ୱାଇନ୍‌ ବଟଲର ଫଟୋ ସେୟାର…

ଓଡ଼ିଶା ଜେଇଇ: ବିଏଏମଏସ/ବିଏଚଏମଏସ୍ ଲାଗି ସ୍ପଟ୍ କାଉନସେଲିଂ ଆରମ୍ଭ

ଭୁବନେଶ୍ୱର: ୨୦୨୦-୨୧ ଶିକ୍ଷା ବର୍ଷ ପାଇଁ ବିଏଏମଏସ/ବିଏଚଏମଏସ୍ ପାଠ୍ୟକ୍ରମରେ ଆଡମିଶନ ପାଇଁ ସ୍ପଟ୍ କାଉନସେଲିଂ ବୁଧବାର ସକାଳ ୧୦ ଟାରୁ ଭୁବନେଶ୍ୱର ସ୍ଥିତ ଗଣ୍ଡାମୁଣ୍ଡା ଓଜେଇଇ ସେଲରେ ଆରମ୍ଭ ହୋଇଛି। ଓଜେଇଇ କର୍ତ୍ତୃପକ୍ଷଙ୍କ ଦ୍ବାରା ଜାରି ନିର୍ଦ୍ଦେଶାବଳୀ ଅନୁଯାୟୀ, ସମସ୍ତ ପଞ୍ଜିକୃତ…

ବିଶ୍ୱର ସର୍ବବୃହତ କ୍ରିକେଟ ଷ୍ଟାଡିୟମ୍ ବିଷୟରେ କିଛି କଥା

ଅହମ୍ମଦାବାଦ: ବିଶ୍ୱର ସର୍ବବୃହତ କ୍ରିକେଟ ଷ୍ଟାଡିମ ଅହମ୍ମଦାବାଦରେ ମୋଟେରା ଷ୍ଟାଡିୟମ୍ । ଏଠାରେ ଆଜି ଖେଳାଯିବ ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ । ନୂଆ ମୋଟେରା ଷ୍ଟାଡିୟମରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯିବ । ପୁରୁଣା ଷ୍ଟାଡିୟମର ନବୀକରଣ କରାଯାଇଛି । ଏକାଠି ୧ ଲକ୍ଷ ୧୦ ହଜାର ଦର୍ଶକ…